ETV Bharat / city

ରେଳ ବିଭାଗର ବଡ଼ ନିଷ୍ପତି; ଏଣିକି ରେଳଫାଟକରେ କରିବାକୁ ପଡିବନି ଅପେକ୍ଷା - ରେଲୱେ ଲେବଲ୍ କ୍ରସିଂ

ରେଳ ପାଇଁ ବାଧା ସାଜିବେନି ସାଧାରଣ ଲୋକେ । ଲୋକଙ୍କ ପାଇଁ ମଧ୍ୟ ବାଧକ ହେବନି ରେଳ । ଏନେଇ ରେଳ ବିଭାଗ ନେଇଛି ନୂଆ ନିଷ୍ପତି । ସବଓ୍ବେ କିମ୍ବା ଓଭର ଏବଂ ଅଣ୍ଡର ବ୍ରିଜ ଭଳି ବ୍ୟବସ୍ଥା ନିର୍ମାଣ କରିବ ରେଲୱେ ।

lavel-crossing
lavel-crossing
author img

By

Published : Jan 14, 2020, 10:47 PM IST

ଭୁବନେଶ୍ବର: ଏଣିକି ରେଳ ଲାଇନ ପାରି ହେଉଥିବା ଲୋକଙ୍କୁ ରେଳ ଯାଉଥିବା ସମୟରେ ଆଉ ରାସ୍ତାରେ ଅପେକ୍ଷା କରିବାକୁ ପଡିବନି । ବିଭାଗ ପକ୍ଷରୁ ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏବେ ଲୋକ ରେଳ ଲାଇନ ତଳେ କିମ୍ବା ଉପରେ ଯିବେ । ଲୋକଙ୍କ ପାଇଁ ରେଳ ଲାଇନ ବାଧକ ହେବନି କିମ୍ବା ରେଳ ପାଇଁ ଲୋକ ବାଧକ ହେବେନି ।

ରେଳ ବିଭାଗର ବଡ଼ ନିଷ୍ପତି; ରେଲୱେ ଲେବଲ୍ କ୍ରସିଂ ହେବ ସବ-ଓ୍ଵେ

ରାଜ୍ୟରେ ୭୦ ଟି ସ୍ଥାନରେ ରେଳ ଲାଇନ ଦେଇ ଜାତୀୟ ଏବଂ ରାଜ୍ୟ ରାଜପଥ ଯାଇଛି । ଏସବୁ ସ୍ଥାନରେ ସବଓ୍ବେ କିମ୍ବା ଓଭର ଏବଂ ଅଣ୍ଡର ବ୍ରିଜ ଭଳି ବ୍ୟବସ୍ଥା ନିର୍ମାଣ କରିବ । ଏହାର ସମସ୍ତ ଖର୍ଚ୍ଚ ରେଳବାଇ ବହନ କରିବ । ଏନେଇ ଓଡିଶା ସରକାରଙ୍କ ଅନୁମତି ଲୋଡିଛି ରେଳବାଇ ବିଭାଗ । ସେପଟେ ଏଦିଗରେ ରେଳବାଇକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଦକ୍ଷିଣ-ପୂର୍ବ ରେଳବାଇ ତରଫରୁ ଆରମ୍ଭ କରାଯାଉଛି ଏହି କାର୍ଯ୍ୟ।

ସେହିପରି ରେଳପଥ ମଧ୍ୟ ଦେଇ ଯାଇ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ପଥରେ ହେବ ପରିବର୍ତ୍ତନ । ଏଥି ପାଇଁ ୭୦ ଟି ସ୍ଥାନ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଅନୁମତି ଲୋଡିଛି ରେଳବାଇ ବିଭାଗ । ଏ ଦିଗରେ ରେଲବାଇକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଟ୍ରାଫିକ ଜନିତ ସମସ୍ୟାକୁ ରୋକିବା ପାଇଁ ରେଳ ବିଭାଗ ଏଭଳି ନିଷ୍ପତ୍ତି ନେଉଥିବା କହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ରେଳ ଲାଇନ ପାରି ହେଉଥିବା ଲୋକଙ୍କୁ ରେଳ ୟାଉଥିବା ସମୟରେ ଆଉ ରାସ୍ତାରେ ଅପେକ୍ଷା କରିବାକୁ ପଡିବନି ।ରେଳପାଇଂ ତରଫରୁ ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।ଏଣିକି ଲୋକ ରେଳ ଲାଇନ ତଳେ କିମ୍ବା ଉପରେ ଯିବେ । ଲୋକଙ୍କ ପାଇଂ ରେଳ ଲାଇନ ବାଧକ ହେବନି କିମ୍ବା ରେଳ ପାଇଂ ଲୋକ ବାଧକ ହବନି ।

Body:ରାଜ୍ୟରେ ୭୦ ଟି ସ୍ଥାନରେ ରେଳ ଲାଇନ ଦେଇ ଜାତୀୟ ଏବଂ ରାଜ୍ୟରାଜପଥ ଯାଇଛି ।ଏ ସବୁ ସ୍ଥାନରେ ସବଓ୍ବେ କିମ୍ବା କିମ୍ବା ଓଭର ଏବଂ ଅଣ୍ଡର ବ୍ରିଜ ଭଳି ବ୍ୟବସ୍ଥା ନିର୍ମାଣ କରିବ ।ଏହାର ସମସ୍ତ ଖର୍ଚ୍ଚ ରେଳବାଇ ବହନ କରିବ । ଏ ନେଇ ଓଡିଶା ସରକାରଙ୍କ ଅନୁମତି ଲୋଡିଛି ରେଳବାଇ ବିଭାଗ ।ସେପଟେ ଏଦିଗରେ ରେଳବାଇକୁ ସହଯୋଗ କରିବା ପାଇଂ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଦକ୍ଷୀଣ-ପୂର୍ବ ରେଳବାଇ ତରଫରୁ ଏହାକୁ ଆରମ୍ଭ କରାଯାଉଛି ।

Conclusion:ରେଳପଥ ମଧ୍ୟ ଦେଇ ଯାଇ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ପଥରେ ହେବ ପରିବର୍ତ୍ତନ ।ଏତି ପାଇଂ ୭୦ ଟି ସ୍ଥାନ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଅନୁମତି ଲୋଡିଛି ରେଳବାଇ ବିଭାଗ ।ଏ ଦିଗରେ ରେଲବାଇକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଟ୍ରାଫିକ ଜନିତ ସମସ୍ୟାକୁ ରୋକିବା ପାଇଁ ରେଳବାଇ ଏଭଳି ନିଷ୍ପତ୍ତି ନେଉଥିବା କହିଛି ।

ବାଇଟ-ପ୍ରଫୁଲ୍ଲ ମଲ୍ଲିକ,ପୂର୍ତ୍ତ ବିଭାଗ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.