ETV Bharat / city

ହାରିବା ଭୟରେ ଶାଢୀ, ଗାମୁଛା, ମଦ ବାଣ୍ଟୁଛି ବିଜେଡି: ବିଜେପି

ବିଜେଡି ହାରିବା ଭୟରେ ଶାଢୀ, ଗାମୁଛା, ମଦ ବାଣ୍ଟିବାରେ ଲାଗିଥିବା କହିଛନ୍ତି ବିଜେପି ମୁଖପାତ୍ର ଠାକୁର ରଣଜିତ ଦାସ । ଅଧିକ ପଢନ୍ତୁ

author img

By

Published : Feb 14, 2022, 7:11 PM IST

ବିଜେଡି ହାରିବା ଭୟରେ ଶାଢୀ, ଗାମୁଛା, ମଦ ବାଣ୍ଟୁଛି: ବିଜେପି

ଭୁବନେଶ୍ବର: ବିଜେଡି ହାରିବା ଭୟରେ ଶାଢୀ, ଗାମୁଛା, ମଦ ବାଣ୍ଟିବାରେ ଲାଗିଥିବା କହିଛନ୍ତି ବିଜେପି ମୁଖପାତ୍ର ଠାକୁର ରଣଜିତ ଦାସ । ଡ଼ାବୁଙ୍ଗା ବିଧାୟକ ମନହୋର ରାନ୍ଧାରୀ ଶାଢ଼ୀ ବାଣ୍ଟିବାକୁ ଯାଉଥିବା ବେଳେ ଲୋକେ ଧରିଲେ ମଧ୍ୟ ପ୍ରଶାସନ ଖସାଇ ଦେଇଛି । ସାନଖେମୁଣ୍ଡିର ଏକ ପମ୍ପ ହାଉସରେ ମଦ ରଖି ବଣ୍ଟାଯାଉଛି କହିଲେ ଠାକୁର ରଣଜିତ ଦାସ ।

ଧରାକୋଟ ବ୍ଲକରେ ଜାଲ କାର୍ଡ ଜରିଆରେ ଲୋକଙ୍କୁ ଭତ୍ତା ଦେବା ନାଁରେ 500 ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ଯେତେ ଅଭିଯୋଗ କରାଯାଇଛି ତାହାର ମାତ୍ର 7 ପ୍ରତିଶତ ଆକ୍ସନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । 93 ପ୍ରତିଶତ ଅଭିଯୋଗ ଉପରେ ଆକ୍ସନ ନିଆଯାଉନାହିଁ ବୋଲି ରଣଜିତ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.