ETV Bharat / city

ଖୁବଶୀଘ୍ର ଏମ୍ସରେ କାର୍ଯ୍ୟକ୍ଷମ ହେବ PET-CT - ଏମ୍ସରେ କର୍ଯ୍ୟକ୍ଷମ ହେବ PET-CT

ଭୁବନେଶ୍ବର ଏମ୍ସରେ PET-CT ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା 2 ରୁ 3 ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଅଧିକ ପଢନ୍ତୁ...

ଖୁବଶୀଘ୍ର ଏମ୍ସରେ କର୍ଯ୍ୟକ୍ଷମ ହେବ PET-CT
ଖୁବଶୀଘ୍ର ଏମ୍ସରେ କର୍ଯ୍ୟକ୍ଷମ ହେବ PET-CT
author img

By

Published : Jun 11, 2021, 7:57 PM IST

Updated : Jun 11, 2021, 8:31 PM IST

ଭୁବନେଶ୍ବର: ଏମ୍ସରେ ଖୁବଶୀଘ୍ର କର୍ଯ୍ୟକ୍ଷମ ହେବ PET-CT । ଭୁବନେଶ୍ବର ଏମ୍ସରେ PET-CT ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା 2 ରୁ 3 ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏହା ସ୍ଥାପନ ହେଲେ ରାଜ୍ୟର ପ୍ରଥମ ହେବ ବୋଲି କହିଛନ୍ତି ହସ୍ପିଟାଲର ଅଧିକ୍ଷକ ।

ଚଳିତ ବର୍ଷ ମାର୍ଚ୍ଚରେ PET-CT ମେସିନ୍ ପାଇଁ ଅର୍ଡର ଦିଆଯାଇଥିଲା। କୋଭିଡ ମହାମାରୀର ଦ୍ବିତୀୟ ଲହର ହେତୁ ଏହାର ସ୍ଥାପନ ଏବଂ କାର୍ଯ୍ୟକ୍ଷମ କାର୍ଯ୍ୟ ବିଳମ୍ବ ହୋଇଛି। ଏମ୍ସ ଏହାର ସ୍ଥାପନ ଏବଂ କାର୍ଯ୍ୟକ୍ଷମ ପାଇଁ ସିଭିଲ୍ କାମ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରିସାରିଛି।

ଖୁବଶୀଘ୍ର ଏମ୍ସରେ କର୍ଯ୍ୟକ୍ଷମ ହେବ PET-CT

ଆସନ୍ତା ଦୁଇମାସ ମଧ୍ୟରେ ଡାକ୍ତରଖାନାର ବେସମେଣ୍ଟ ଅଞ୍ଚଳରେ ଏହାର ସ୍ଥାପନ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଏମ୍ସ ରାଜ୍ୟର ପ୍ରଥମ ସରକାରୀ ଡାକ୍ତରଖାନା ହେବ, ଯାହାକି PET-CT ସ୍ଥାପନ କରିବା, କର୍କଟ ରୋଗୀ ଏବଂ ଅନ୍ୟାନ୍ୟ ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ PET-CT ସାହାଯ୍ୟ କରିବ | ଏଥିପାଇଁ ଓଡିଶାର ଅନେକ ଗରିବ ଏବଂ ଅଭାବୀ ରୋଗୀ ଉପକୃତ ହେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 11, 2021, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.