ETV Bharat / city

କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ପିସିସିଏଫ - PCCF reaction on elephant deaths

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ରଖିଲେ ପିସିସିଏଫ। ନାଳ ପାଣିର ବ୍ୟାକ୍ଟେରିଆରୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଅଧିକ ପଢନ୍ତୁ...

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ପିସିସିଏଫ

author img

By

Published : Feb 12, 2021, 4:08 PM IST

ଭୁବନେଶ୍ବର: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ରଖିଲେ ପିସିସିଏଫ। ନାଳ ପାଣି ପିଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ। ନାଳ ପାଣିର ବ୍ୟାକ୍ଟେରିଆରୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ପିସିସିଏଫ

ହାତୀ ଶରୀରରେ ହେମରେଜ ସେପଟିସେମିଆ ଭୂତାଣୁ ଦେଖାଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗାଈ ଗୋରୁଙ୍କ ଶରୀରରୁ ଏହା ବ୍ୟାପିଥିବା ସନ୍ଦେହ। ତେଣୁ ସମ୍ପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ସଜାଗ ଅଛନ୍ତି ବନ ବିଭାଗ କର୍ମଚାରୀ।

ସମ୍ପୃକ୍ତ ଅଞ୍ଚଳର ପୋଖରୀ ଓ ଜଳାଶୟକୁ ବିଶୋଧନ କରାଯାଉଛି। ନିକଟ ଗାଁର ଗାଇଗୋରୁଙ୍କ ଇମ୍ୟୁନାଇଜେସନ କରାଯାଉଛି ବୋଲି ପିସିସିଏଫ ଶଶୀ ପଲଙ୍କ ସୂଚନା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.