ETV Bharat / city

ହସ୍ପିଟାଲରେ ଭର୍ତ୍ତି ହେଲେ ନିରଞ୍ଜନ ପଟ୍ଟନାୟକ

author img

By

Published : Nov 3, 2021, 10:47 AM IST

ଡାକ୍ତରଖାନାରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ନିରଞ୍ଜନ ପଟ୍ଟନାୟକ ଡାକ୍ତରଖାନାରେ ଭର୍ତ୍ତି
ନିରଞ୍ଜନ ପଟ୍ଟନାୟକ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର: ଡାକ୍ତରଖାନାରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଆଜି(ବୁଧବାର) ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପିସିସି ଉପସଭାପତି ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.