ETV Bharat / city

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲ୍ଯୁ ଘଟଣା 3 ମାସ ପାଇଁ ଫାର୍ମ ସିଲ - ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ

ଓୟୁଏଟିରେ କୁକୁଡ଼ା ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଫଳରେ କେନ୍ଦ୍ରୀୟ ଟିମ ଓଡ଼ିଶାରେ ଦୀର୍ଘ 10 ଦିନ ପାଇଁ ରହିଛନ୍ତି। କେନ୍ଦ୍ରୀୟ ଟିମ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଁଚି ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଉ ଏବେ ତିନି ମାସ ପାଇଁ ସିଲ ହୋଇଛି ଓୟୁଏଟି ଫାର୍ମ ।

close-to-three-month
close-to-three-month
author img

By

Published : Feb 4, 2020, 11:44 PM IST

ଭୁବନେଶ୍ବର: ବାର୍ଡ ଫ୍ଲୁ ଚିହ୍ନଟ ପରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଫାର୍ମକୁ ସିଲ କରିଦିଆଯାଇଛି। ସିଲ କରିବା ସହ ଲାଲ ପତାକା ମରାଯାଇଛି। ଯାହା ତିନି ମାସ ଧରି ସିଲ ରହିବା ସହ ଏକ ବର୍ଷ ପର୍ଯ୍ୟନ୍ତ ଫାର୍ମରେ କୁକୁଡ଼ା ପ୍ରଜନନକୁ ବନ୍ଦ କରିଦିଆଯାଇଛି।

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲ୍ଯୁ ଘଟଣା ତିନି ମାସ ପାଇଁ ସିଲ ହେଲା ଫାର୍ମ

ଓୟୁଏଟିରେ କୁକୁଡ଼ା ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଫଳରେ କେନ୍ଦ୍ରୀୟ ଟିମ ଓଡ଼ିଶାରେ ଦୀର୍ଘ 10 ଦିନ ପାଇଁ ରହିଛନ୍ତି। କେନ୍ଦ୍ରୀୟ ଟିମ ଘଟଣାସ୍ଥଳରେ ପହଁଚି ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଯାହା ଠିକ ସମୟରେ ଉଚିତ ପଦକ୍ଷେପ ନିଆ ଯାଇଥିବାରୁ ବାହାରକୁ ବ୍ୟାପିନାହିଁ। ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ହେଲେ ସୁରକ୍ଷା ଦୃଷ୍ଟିରୁ ତିନି ମାସ ପର୍ଯ୍ୟନ୍ତ ଓୟୁଏଟି ଫାର୍ମକୁ ବନ୍ଦ କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କୌଣସି କୁକୁଡ଼ା ପ୍ରଜନନ କରିପାରିବେ ନାହିଁ । ଏହା ସହ ପ୍ରତି ୧୫ ଦିନରେ ଥରେ ଫାର୍ମକୁ ବିଶୋଧନ କରାଯିବ ବୋଲି ନିର୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଘଟଣା, ତିନି ମାସ ପାଇଁ ସିଲ ହେଲା ଫାର୍ମ।

ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଧ୍ୟଳୟ( ଓୟୁଏଟି) ଫାର୍ମ କୁ ସିଲ କରିଦିଆଯାଇଛି। ସିଲ କରିବା ସହ ଲାଲ ପତାକା ମରାଯାଇଛି। ଯାହା ତିନି ମାସ ଧରି ସିଲ ରହିବା ସହ ଏକ ବର୍ଷ ପର୍ଯ୍ୟନ୍ତ ଫାର୍ମ ରେ କୁକୁଡ଼ା ପ୍ରଜନନ କୁ ବନ୍ଦ କରିଦିଆଯାଇଛି।

Body:
ଓୟୁଏଟି ରେ କୁକୁଡ଼ା ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଫଳରେ କେନ୍ଦ୍ରୀୟ ଟିମ ଓଡ଼ିଶାରେ ଦୀର୍ଘ 10 ଦିନ ପାଇଁ ରହିଛନ୍ତି। କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଯାହା ଠିକ ସମୟରେ ଉଚିତ ପଦକ୍ଷପ ନିଆଯାଇଥିବାରୁ ବାହାରକୁ ବିଶେଷ କରି ବ୍ୟାପୀନାହିଁ। ତେଣୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ହେଲେ ସୁରକ୍ଷା ଦୃଷ୍ଟିରୁ ତିନି ମାସ ପର୍ଯ୍ୟନ୍ତ ଓୟୁଏଟି ଫାର୍ମ କୁ ବନ୍ଦ କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କୌଣସି କୁକୁଡ଼ା ପ୍ରଜନନ କରିପାରିବେ ନାହିଁ । ଏହା ସହ ପ୍ରତି ୧୫ ଦିନ ରେ ଥରେ ଫାର୍ମକୁ ବିଶୋଧନ କରାଯିବ ବୋଲି ନିର୍ଦେଶ ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.