ETV Bharat / city

ଏପଟେ କୋରୋନା ସେପଟେ ପୁଣି ଝଡବର୍ଷା !

author img

By

Published : Mar 30, 2020, 9:47 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ କୁଆପଥର ମାଡ ହେବାର ପୂର୍ବାନୁମାନ କରାଯାଇଛି । ଅଧିକ ପଢନ୍ତୁ...

rain in odisha, weather report, bhubaneswar latest news, weather in odisha, ଓଡିଶା ପାଣିପାଗ ଖବର, ପାଣିପାଗ ଖବର, ଓଡିଶାରେ ବର୍ଷା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଏପଟୋ କୋରୋନା ସେପଟେ ପୁଣି ଝଡବର୍ଷା !

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ କୁଆପଥର ମାଡ ହେବାର ପୂର୍ବାନୁମାନ କରାଯାଇଛି । ଏଥିସହ 30ରୁ 40 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଛି।

ସେହିପରି ବରଗଡ଼,ବଲାଙ୍ଗୀର,ସୋନପୁର, ବୌଦ୍ଧ, ରାୟଗଡା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏପଟୋ କୋରୋନା ସେପଟେ ପୁଣି ଝଡବର୍ଷା !

ତେବେ ଏପ୍ରିଲ 1 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଗତ 24 ଘଣ୍ଟା ଭିତରେ ଦାରିଙ୍ଗବାଡିରେ ସର୍ବାଧିକ 66.0ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ 16 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ 36ରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.