ETV Bharat / city

ଅଗଷ୍ଟରେ ଧାର୍ଯ୍ୟ ଲକ୍ଷ୍ୟକୁ ପାରେଇଲା ବର୍ଷା - ବର୍ଷା ରେକର୍ଡ

ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୬.୩ ମିଲିମିଟର (୬୧.୫ ପ୍ରତିଶତ ଅଧିକ) ବର୍ଷା ରେକର୍ଡ । ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୮୭.୬ ମିଲିମିଟର (୩.୪ ପ୍ରତିଶତ କମ) ବର୍ଷା ରେକର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 1, 2019, 4:30 AM IST

ଭୁବନେଶ୍ବର: ରାଜ୍ୟରେ ଚଳିତ ଅଗଷ୍ଟ ମାସରେ ୨୪.୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏମାସ ଓଡିଶାରେ ୪୪.୩ ପ୍ରତିଶତ ବର୍ଷା ହୋଇଛି । ଏହା ଧାର୍ଯ୍ୟ ବର୍ଷା ୩୫୬ ମିଲିମିଟର ଠାରୁ ୨୪.୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୬.୩ ମିଲିମିଟର (୬୧.୫ ପ୍ରତିଶତ ଅଧିକ) ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୮୭.୬ ମିଲିମିଟର (୩.୪ ପ୍ରତିଶତ କମ) ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୦୧୯ ଜୁନ ପହିଲାରୁ ୩୧ ଅଗଷ୍ଟ ଭିତରେ ୫ଟି ଜିଲ୍ଲାରେ ଅଧିକ ବର୍ଷା ହେଉଛି । ସେଗୁଡିକ ହେଲା କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଏବଂ ଝାରସୁଗୁଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ସମସ୍ତ ଉପକୂଳ, ମଧ୍ୟ, ପୂର୍ବ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଜୁନ ପହିଲାରୁ ଅଗଷ୍ଟ ୪ ପର୍ଯ୍ୟନ୍ତ 4ଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ ଓ ଦେଓଗଡରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି । ଜୁନ ପହିଲାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୧୫୪୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗଜପତି ଜିଲ୍ଲାରେ ସବୁଠୁ କମ ୬୧୬.୬ ମିଲିମିଟର ବର୍ଷା ହୋଇଛି ।

ଜୁନଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚଳିତ ବର୍ଷ ମୋଟ ୩୫.୭ଟି ବର୍ଷା ଦିନ ରହିଛି । ଗତ ୩ ମାସ ଭିତରେ ରାଜ୍ୟରେ ୬୬ଟି ବ୍ଲକରେ ଅଧିକ ବର୍ଷା ହୋଇଛି । ସେହିପରି ୧୬୯ ବ୍ଲକରେ ସ୍ବାଭାବିକ ବର୍ଷା ହୋଇଛି । ୬୮ଟି ବ୍ଲକରେ କମ ବର୍ଷା ରେକର୍ଡ ହୋଇଛି । ୧୧ଟି ବ୍ଲକରେ ସାଙ୍ଘାତିକ କମ ପରିମାଣର ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାଜ୍ୟରେ ଚଳିତ ଅଗଷ୍ଟ ମାସରେ ୨୪.୫ ପ୍ରତିଶତ ଅଧିକ ବର୍ଷା ହୋଇଛି।ଅଗଷ୍ଟ ୨୦୧୯ ରେ ଓଡ଼ିଶାରେ ୪୪.୩ପ୍ରତିଶତ ବର୍ଷା ହୋଇଛି ଯାହା ଧାର୍ଯ୍ୟ ବର୍ଷା ୩୫୬ ମିମି ଠାରୁ ୨୪.୫ ପ୍ରତିଶତ।ଅଗଷ୍ଟ ମାସରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୬.୩ ମିମି (୬୧.୫ ଅଧିକ) ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୮୭.୬(୩.୪ ଅଭାବୀ) କମ ବର୍ଷା ରେକର୍ଡ ହୋଇଛି।ରାଜ୍ୟରେ ମୋଟାମୋଟି ଜୁନ ୨୦୧୯ ପହିଲାରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ହୋଇଛି।୨୦୧୯ ଜୁନ ପହିଲାରୁ ୩୧ଅଗଷ୍ଟ ଭିତରେ ୫ ଟି ଜିଲ୍ଲା କଳାହାଣ୍ଡି,କୋରାପୁଟ,ମାଲକାନଗିରି,ବଲାଙ୍ଗୀର ଏବଂ ଝାରସୁଗୁଡା ଅଧିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳ,ନବରଙ୍ଗପୁର,ରାୟଗଡା,କଟକ,ପୁରୀ,ସମ୍ବଲପୁର,ଖୋର୍ଦ୍ଧା,ଗଞ୍ଜାମ,ନୟାଗଡ଼,ଯାଜପୁର,କେନ୍ଦ୍ରାପଡା,ଭଦ୍ରକ,ନୂଆପଡା,ଢେଙ୍କାନାଳ,ବୋଉଡ,ମୟୁରଭଞ୍ଜ,ବାଲେଶ୍ୱର ଜିଲ୍ଲା ଗୁଡିକରେ ସ୍ୱାଭାବିକ ବର୍ଷା ହୋଇଛି ।ଜୁନ ପହିଲାରୁ ଅଗଷ୍ଟ ୪ ଟି ଜିଲ୍ଲାରେ କେଓଁଝର,ସୁନ୍ଦରଗଡ,ଅନୁଗୁଲ ଏବଂ ଦେଓଗଡ଼ରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି।ଜୁନ ପହିଲାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୧୫୪୮.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଗଜପତି ଜିଲ୍ଲାରେ ସବୁଠୁ କମ ୬୧୬.୬ମିମି ବର୍ଷା ହୋଇଛି।ଜୁନ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚଳିତ ବର୍ଷ ମୋଟ ୩୫.୭ ଟି ବର୍ଷା ଦିନ ରହିଛି।ଜୁନ ୨୦୧୯ ଜୁନରେ ୭.୪ ବର୍ଷା ଦିନ,୧୩.୭ ବର୍ଷା ଦିନ,ଜୁଲାଇ ୧୪.୬ ବର୍ଷା ଦିନ ରହିଛି।ଗତ ୩ ମାସ ଭିତରେ ରାଜ୍ୟରେ ୬୬ ଟି ବ୍ଲକରେ ଅଧିକ ବର୍ଷା ହୋଇଥିବାବେଳେ, ୧୬୯ ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଛି ,୬୮ ବ୍ଲକରେ କମ ବର୍ଷା ରେକର୍ଡ ହୋଇଛି ଏବଂ ୧୧ ଟି ବ୍ଲକ ସାଙ୍ଘାତିକ କମ ପରିମାଣର ବର୍ଷା ହୋଇଛି।

Body:ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.