ETV Bharat / city

ସର୍ବନିମ୍ନ ମଜୁରୀ ଦାବିରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ - ଲୋୟର ପିଏମଜିରେ ଧାରଣା

ଲୋୟର ପିଏମଜିରେ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ଧାରଣାରେବସିଛନ୍ତି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 24, 2019, 4:33 AM IST

ଭୁବନେଶ୍ବର: ବିଦ୍ୟାଳୟରେ ପିଲାଙ୍କୁ ଖାଇବା ଦିଏ ସିଏ ଅଖିଆ ପଡିଛି ରାଜଧାନୀ ରାଜରାସ୍ତାରେ । ଏଭଳି କିଛି ଦୃଶ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଲୋୟର ପିଏମଜି ଛକରେ ଦେଖିବାକୁ ମିଳିଥିଲା ।

ସର୍ବନିମ୍ନ ମଜୁରୀ ଦାବିରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ

ଦୀର୍ଘ ତିନି ଦିନ ଧରି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ବହୁ ସଂଖ୍ୟାରେ କର୍ମଚାରୀ ନିଜର ଦାବି ପୂରଣ ପାଇଁ ରାଜରାସ୍ତାରେ ପଡିଛନ୍ତି। ସଂଘର ଦାବି ଅନୁଯାୟୀ ସରକାର ମାତ୍ର 2000 ଟଙ୍କା ଦରମାରେ ସ୍କୁଲରେ ରଖିଛନ୍ତି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇ କରିବା ଠାରୁ ବିଦ୍ୟାଳୟର ଅନ୍ୟାନ୍ୟ ସବୁ କାମ ତାଙ୍କୁ କରିବାକୁ ପଡୁଛି। ମାତ୍ର 2000 ଟଙ୍କାରେ ଆଜିର ମହଙ୍ଗା ଦୁନିଆରେ ଚଳିବାରେ କଷ୍ଟକର ହୋଇପଡୁଛି। ଯଦି ଦିନକୁ ହିସାବ କରା ଯାଏ ମାତ୍ର 66.6 ପଇସା ମିଳୁଛି ଯାହା ଏକ ଦିନ ମଜୁରିଆ ଠାରୁ ବି କମ ଅଟେ।

ସେମାନଙ୍କୁ 2000 ଟଙ୍କରୁ ଅଦ୍ୟାବଧି 600 ଟଙ୍କା ବି ସରକାର ଦେଉନାହାଁନ୍ତି । ତେବେ ମାସିକ 1400 ଟଙ୍କା ତାଙ୍କୁ ମିଳୁଛି । ପାଚିକା ସଂଘ ସରକାରଙ୍କ ଆଗରେ ଦାବି ହେଲା ସର୍ବନିମ୍ନ ଧାର୍ଯ୍ୟ ଦିନ ମଜୁରିଆ ପଇସା ଦିଆଯାଉ ଏବଂ ବାକି 600 ଟଙ୍କା ଏରିୟର ଆକାରରେ ପ୍ରଦାନ କରାଯାଉ । ସରକାର କୌଣସି ପଦକ୍ଷେପ ଗ୍ରହଣ ନ କେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଯିଏ ବିଦ୍ୟାଳୟ ରେ ପିଲାଙ୍କୁ ଖାଇବା ଦିଏ ସେ ଆଜି ଅଖିଆ ପଡିଛି ରାଜଧାନୀ ର ରାଜରାସ୍ତା ରେ।

ଆଜି ଏଭଳି କିଛି ରାଜଧାନୀ ଭୁବନେଶ୍ବର ସ୍ତିତ ଲୋୟର ପିଏମଜି ଛକ ରେ ଦେଖିବା କୁ ମିଳିଥିଲା । ଆଜି କି ଦୀର୍ଘ ତିନି ଦିନ ଧରି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭେଜନ ପାଚିକା ପାଚକ ମହାସଙ୍ଘ ର ଅନେକ କର୍ମଚାରୀ ନିଜର ଦାବି ପୂରଣ ପାଇଁ ରାଜରାସ୍ତା ରେ ପଡିଛନ୍ତି। ସଙ୍ଘ ର କହିବା ଅନୁଯାୟୀ ସରକାର ମାତ୍ର 2000 ଟଙ୍କା ରେ ଆମକୁ ସ୍କୁଲ ରେ ରଖିଛନ୍ତି। ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ରେଷେଇ କରିବା ଠାରୁ ବିଦ୍ୟାଳୟ ର ଅନ୍ୟାନ୍ୟ ସବୁ କାମ ତାଙ୍କୁ କରିବା କୁ ପଡୁଛି। ମାତ୍ର 2000 ଟଙ୍କା ରେ ଆଜିକାର ମହଙ୍ଗା ଦୁନିଆ ରେ ଚଳିବାରେ କଷ୍ଟକର ହୋଇ ପଡୁଛି। ଯଦି ଦିନକୁ ହିସାବ କରା ଯାଏ ମାତ୍ର 66.6 ପଇସା ମିଳୁଛି ଯାହା ଏକ ଦିନ ମଜୁରିଆ ଠାରୁ ବି କମ ଅଟେ। ଅନ୍ୟ ପଟେ 2000 ଟଙ୍କା ରୁ ଅଦ୍ୟାବଧି 600 ଟଙ୍କା ବି ସରକାର ଦେଉ ନାହାଁନ୍ତି । ତେବେ ମାସିକ 400 ଟଙ୍କା ତାଙ୍କୁ ମିଳୁଛି। ସଙ୍ଘ ସରକାର ଙ୍କ ଆଗରେ ଦାବି ରଖିଛି ଯେ ଦିନ ମଜୁରିଆ ଭଳି ତାଙ୍କୁ ବି ପଇସା ଦିଆଯାଉ,ଓ ବାକି 600 ଟଙ୍କା ଯାହା ଏ ଯାଏ ମିଳିନି ତାକୁ ଏରିୟର ରୁପରେ ସରକାର ଦିଅନ୍ତୁ। ନଚେତ ଆନ୍ଦେଳ କୁ ଜୋରଦାର କରିବା ରେ ସଙ୍ଘ ପିଛାଇବ ନାହିଁ।

ବାଇଟ ସଦସ୍ୟା , ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଙ୍ଘ

Body:ଯିଏ ବିଦ୍ୟାଳୟ ରେ ପିଲାଙ୍କୁ ଖାଇବା ଦିଏ ସେ ଆଜି ଅଖିଆ ପଡିଛି ରାଜଧାନୀ ର ରାଜରାସ୍ତା ରେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.