ETV Bharat / city

ଭୁଲ ରକ୍ତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ - ଭୁଲ ରକ୍ତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା

ଭୁଲ ରକ୍ତ ଦିଆଯିବା ଯୋଗୁଁ କେନ୍ଦୁଝର ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଘଟଣା ନେଇ ମାନବାଧିକାର କମିସନଙ୍କ ରାୟ। ମୃତ ସୁକାନ୍ତୀଙ୍କ ସ୍ବାମୀଙ୍କୁ 3 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ଅଧିକ ପଢ଼ନ୍ତୁ...

odisha human rights commission, compensation to the keen of deceased, case of negligence by keonjhar hospital, କେନ୍ଦୁଝର ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଘଟଣା, ଭୁଲ ରକ୍ତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ନିର୍ଦ୍ଦେଶ
କ୍ଷତି ପୂରଣ ଦେବାକୁ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ
author img

By

Published : Jan 4, 2020, 11:50 PM IST

ଭୁବନେଶ୍ବର: ଭୁଲ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କୁ 3ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ବାସ୍ଥ୍ୟ ସଚିବଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ।

odisha human rights commission, compensation to the keen of deceased, case of negligence by keonjhar hospital, କେନ୍ଦୁଝର ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଘଟଣା, ଭୁଲ ରକ୍ତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ନିର୍ଦ୍ଦେଶ
କ୍ଷତି ପୂରଣ ଦେବାକୁ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

ରାଜ୍ୟ ମାନବାଧିକାର କମିଶନ ସୋ ମୋଟରେ କେଶ ନମ୍ବର- 5036/2016 ଦାୟର କରାଯାଇଥିଲା । କେନ୍ଦୁଝର ଜିଲ୍ଲାର ହାଡବନ୍ଧା ସାହିର ସୁକାନ୍ତି ନାୟକ କେନ୍ଦୁଝରର ମୁଖ୍ୟ ହସ୍ପିଟାଲର ମେଡ଼ିସିନ ୱାର୍ଡର ବେଡ଼ ନମ୍ବର 89ରେ ଆଡମିଟ ହୋଇଥିଲେ। ସେହି ଭଳି ଭାବରେ ସମାନ ନାମରେ ଆଉ ଜଣେ ସୁକାନ୍ତି ନାୟକ ବେଡ଼ ନମ୍ବର 04ରେ ଆଡମିଟ ହୋଇଥିଲେ। ଯାହା ଫଳରେ ରକ୍ତ ଦେବା ବେଳେ ଭୁଲ ବଶତଃ ବେଡ଼ ନମ୍ବର 89ରେ ରହିଥିବା ସୁକାନ୍ତି ନାୟକଙ୍କୁ ଦିଆଯାଇଥିଲା। ଏହା ଦ୍ବାରା ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅବହେଳା ଜନିତ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ, କେନ୍ଦୁଝର ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମାନବାଧିକାର କମିଶନ।

ନିର୍ଦ୍ଦେଶର ରିପୋର୍ଟ ମିଳିବା ପରେ ସମସ୍ତ ପ୍ରକାର ଅନୁସନ୍ଧାନ କରି ରାଜ୍ୟ ମାନବାଧିକାର କମିଶନ ସ୍ବାସ୍ଥ୍ୟ ସଚିବଙ୍କୁ ଭୁଲ ରକ୍ତ ଘଟଣାରେ ମୃତ ସୁକାନ୍ତି ନାୟକଙ୍କ ସ୍ବାମୀ ଚାନ୍ଦା ନାୟକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦୁଇ ମାସ 20-03-2020 ମଧ୍ୟରେ କ୍ଷତିପୂରଣ ଦେବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ ଓ କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଭୁଲ୍ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ୱାମୀଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ, ୨୦୧୬ ମସିହାରେ କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ୍ ରକ୍ତ ନେଇ ସୁକାନ୍ତି ନାୟକ ନାମ୍ନୀ ମହିଳାଙ୍କ ମୃତ୍ୟୁ ଘଟିଥିଲା. Body:ଭୁଲ୍ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ୱାମୀଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ, ୨୦୧୬ ମସିହାରେ କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ୍ ରକ୍ତ ନେଇ ସୁକାନ୍ତି ନାୟକ ନାମ୍ନୀ ମହିଳାଙ୍କ ମୃତ୍ୟୁ ଘଟିଥିଲା.

Send mojo ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.