ETV Bharat / city

67 ଆକ୍ରାନ୍ତ, 75 ସୁସ୍ଥ - odisha-corona-upadate

odisha-corona-upadate
odisha-corona-upadate
author img

By

Published : May 28, 2020, 11:22 AM IST

Updated : May 28, 2020, 3:46 PM IST

15:43 May 28

75 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଉ 75 କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରେ ସର୍ବାଧିକ 25, ଗଞ୍ଜାମରେ 19 ଆରୋଗ୍ୟ । କଟକରେ 9, ପୁରୀରେ 8 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ।

09:56 May 28

67 ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟର 10 ଜିଲ୍ଲାରୁ 67 କରୋନା ପଜିଟିଭ୍ ।  କ୍ବାରେଣ୍ଟାଇନ ସେଣ୍ଟରରୁ 65 ଓ ସ୍ଥାନୀୟ ଅଞ୍ଚଳରୁ 2 ଚିହ୍ନଟ । ଗଞ୍ଜାମରେ ସର୍ବାଧିକ 26 ଓ ଖୋର୍ଦ୍ଧା-ଯାଜପୁରର 11 ଲେଖାଏ ନୂଆ ଆକ୍ରାନ୍ତ ।

Last Updated : May 28, 2020, 3:46 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.