ETV Bharat / city

'ଖୁବଶୀଘ୍ର ଆସିବ ରାଜ୍ୟ କ୍ରୀଡ଼ା ନୀତି'

ରାଜ୍ୟରେ କ୍ରୀଡ଼ା ନୀତି ଖୁବଶୀଘ୍ର ଆସିବ । ରାଜ୍ୟର କ୍ରୀଡ଼ାବିତଙ୍କ ସଂଖ୍ୟା ନେଇ ଏପର୍ଯ୍ୟନ୍ତ ସର୍ବେକ୍ଷଣ ହୋଇନି ।

author img

By

Published : Jul 19, 2019, 3:09 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ୱର

ଭୁବନେଶ୍ବର: କ୍ରୀଡା ରାଜଧାନୀ ଭାବେ ବିଶ୍ବସ୍ତରରେ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ କ୍ରୀଡା ନୀତି ନାହିଁ । ଏହାକୁ ନେଇ ଆଜି ଉଭୟ ଶାସକ ଓ ବିରୋଧୀ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ୱର

କ୍ରୀଡାକୁ ନେଇ ବିଧାନସଭାର ଶୁକ୍ରବାର ପ୍ରଶ୍ନକାଳରେ ବିସ୍ତୃତ ଆଲୋଚନା ଓ ପ୍ରଶ୍ନୋତ୍ତର ଜାରି ରହିଥିଲା । ଯୁବ କ୍ରୀଡାମନ୍ତ୍ରୀଙ୍କୁ କ୍ରୀଡା ନୀତି ପ୍ରଣୟନ କରିବା ଓ ଅନେକ କ୍ରୀଡା ସମସ୍ୟା ପ୍ରଶ୍ନରେ ଘେରି ଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ । ଏଭଳି ସ୍ଥିତିରେ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ ।

ଭୁବନେଶ୍ବର କ୍ରୀଡା ରାଜଧାନୀରେ ପରିଣତ ଓ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ନିର୍ଦ୍ଦିଷ୍ଟ କ୍ରୀଡା ନୀତି ନାହିଁ । ଏହାକୁ ନେଇ ଆଜି ଉଭୟ ଶାସକ ଓ ବିରୋଧୀ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ।

ପ୍ରଶ୍ନକାଳରେ ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ରାଜ୍ୟର କ୍ରୀଡ଼ା ନୀତି ନାହିଁ । କିନ୍ତୁ ଜାତୀୟ କ୍ରୀଡା ନୀତି 2001 ଆଧାରରେ ବିଭିନ୍ନ କ୍ରୀଡ଼ାର ବିକାଶ ଏବଂ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାର ଆୟୋଜନ ପାଇଁ ଅନୁଦାନ ଦିଆଯାଉଛି ।

ସେହିଭଳି କେନ୍ଦ୍ର ସରକାର ମଧ୍ୟ କୌଣସି ରାଜ୍ୟ କ୍ରୀଡା ସଂଘକୁ ରାଜ୍ୟସ୍ତରୀୟ କ୍ରୀଡ଼ାର ଆୟୋଜନ ପାଇଁ ଆର୍ଥିକ ସହାୟତା ଦେଇନାହାନ୍ତି । ରାଜ୍ୟ ସରକାର ଖୁବଶୀଘ୍ର ଏକ ନୀତି ପ୍ରଣୟନ କରିବେ । ଏନେଇ ଚିଠା ପ୍ରସ୍ତୁତ ହେଉଛି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟ ସରକାର 40ଟି ରାଜ୍ୟ କ୍ରୀଡାକୁ ସ୍ବୀକୃତି ଦିଆଯାଇଛି । କ୍ରୀଡା ନୀତି ଭଳି ରାଜ୍ୟରେ କେତେ କ୍ରୀଡ଼ାବିତ ଅଛନ୍ତି ତାର ମଧ୍ୟ କୌଣସି ସର୍ଭେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କୌଣସି ସର୍ବେକ୍ଷଣ ହୋଇ ନଥିବା କହିଛନ୍ତି ମନ୍ତ୍ରୀ । ତେବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା 96 ଜଣ କ୍ରୀଡ଼ାବୀତଙ୍କୁ ଗୃହ ବିଭାଗର ଏକ ସଂକଳନ ଆଧାରରେ ନିଯୁକ୍ତି ଦିଆଯାଇଛି । ଦୁତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କୁ ରାଜ୍ୟ ଅର୍ଦ୍ଧସରକାରୀ ସଂସ୍ଥାରେ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ବରୁ ବ୍ୟୁରୋ ଚିଫ, ଇଟିଭି ଭାରତ

ଭୁବନେଶ୍ୱର () ଭୁବନେଶ୍ୱରକୁ କ୍ରୀଡା ରାଜଧାନୀ ଭାବେ ବିଶ୍ବସ୍ତରରେ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ନିର୍ଦ୍ଧିଷ୍ଟ କ୍ରୀଡା ନୀତି ନାହିଁ । ଏହାକୁ ନେଇ ଆଜି ଉଭୟ ଶାସକ ଓ ବିରୋଧୀ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି । 

ପ୍ରଶ୍ନକାଳରେ ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ରାଜ୍ୟର କ୍ରୀଡ଼ା ନୀତି ନାହିଁ । କିନ୍ତୁ ଜାତୀୟ କ୍ରୀଡା ନୀତି 2001 ଆଧାରରେ ବିଭିନ୍ନ କ୍ରୀଡ଼ାର ବିକାଶ ଏବଂ ଜାତୀୟ ଓ ଆନ୍ତର୍ଯ୍ୟତିକ କ୍ରୀଡ଼ାର ଆୟୋଜନ ପାଇଁ ଅନୁଦାନ ଦିଆଯାଉଛି । ସେହିଭଳି କେନ୍ଦ୍ର ସରକାର ମଧ୍ୟ କୌଣସି ରାଜ୍ୟ କ୍ରୀଡା ସଂଘକୁ ରାଜ୍ୟ ସ୍ତରୀୟ କ୍ରୀଡ଼ାର ଆୟୋଜନ ପାଇଁ ଆର୍ଥିକ ସହାୟତା ଦେଇନାହାନ୍ତି । ରାଜ୍ୟ ସରକାର ଖୁବଶୀଘ୍ର ଏକ ନୀତି ପ୍ରଣୟନ କରିବେ । ଏନେଇ ଚିଠା ପ୍ରସ୍ତୁତ ହେଉଛି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । 

ତେବେ ରାଜ୍ୟ ସରକାର 40ଟି ରାଜ୍ୟ କ୍ରୀଡାକୁ ସ୍ୱୀକୃତି ଦିଆଯାଇଛି । କ୍ରୀଡା ନୀତି ଭଳି ରାଜ୍ୟରେ କେତେ କ୍ରୀଡ଼ାବିତ ଅଛନ୍ତି ତାର ମଧ୍ୟ କୌଣସି ସର୍ଭେ ହୋଇନି । ତେବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭାଗ ନେଇଥିବା 96 ଜଣ କ୍ରୀଡ଼ାବିତଙ୍କୁ ଗୃହ ବିଭାଗର ଏକ ସଂକଳନ ଆଧାରରେ ନିଯୁକ୍ତି ଦିଆଯାଇଛି । ଦ୍ବିତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କୁ ରାଜ୍ୟ ଅର୍ଧସରକାରୀ ସଂସ୍ଥାରେ ନିଯୁକ୍ତି ଦିଆଯାଇଛି ।

ବାଇଟ - ଭୁପିନ୍ଦର ସିଂହ, ବିଜେଡି ବିଧାୟକ
ବାଇଟ - ତୁଷାରକାନ୍ତି ବେହେରା, କ୍ରୀଡାମନ୍ତ୍ରୀ
ବାଇଟ - ବିଷ୍ଣୁ ସେଠୀ, ବିଜେପି ବିଧାୟକ
Pls get bytes from question hour live feed.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.