ETV Bharat / city

' ଇଣ୍ଡିଆ ମିସ ଟିଜିପିସି' ଫାଇନାଲରେ ଶୁଭଶ୍ରୀ - ଚମକୁଛନ୍ତି ଓଡ଼ିଆ ଝିଅ

କମାଲ କରୁଛନ୍ତି ଓଡିଆ ଝିଅ । ସୁନ୍ଦରତା ସହ ବୁଦ୍ଧିମତା ପ୍ରମାଣ ଦେଇ ଓଡିଶା ପାଇଁ ଆଣୁଛନ୍ତି ତାଜ । 'ଇଣ୍ଡିଆ ମିସ ଟିଜିପିସି' ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୁଭ୍ରଶୀ ଏବେ ଫାଇନାଲ ପହଞ୍ଚିଥିବାବେଳେ ସଫଳତାରୁ ମାତ୍ର ଗୋଟିଏ ପାହାଚ ଦୂରରେ ରହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 3, 2019, 2:59 PM IST

Updated : Aug 5, 2019, 12:27 PM IST

ଭୁବନେଶ୍ବର: ଚମକୁଛନ୍ତି ଓଡ଼ିଆ ଝିଅ । ଦେଶ ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ବିତ ହାସଲ କରି ରାଜ୍ୟକୁ କରୁଛନ୍ତି ଗର୍ବିତ । 'ଇଣ୍ଡିଆ ମିସ ଟିଜିପିସି' ଫାଇନାଲରେ ଏବେ ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ । କିନ୍ତୁ ଟାଇଟଲ ହାତେଇବା ପାଇଁ ଦରକାର ଓଡ଼ିଶାବାସୀଙ୍କ ଭୋଟ ।

ଏଥିପାଇଁ ତାଙ୍କୁ ଇନଷ୍ଟାଗ୍ରାମରେ ପେଜରେ ତାଙ୍କୁ ଭୋଟ ଦେଇପାରିବେ । ଆଉ ତାଙ୍କ ଫୋଲର୍ସ ଯେତେ ବଢିବେ ତାଙ୍କ ଭୋଟ ସେତିକି କାଉଣ୍ଟ ହେବ । ତେବେ ଇଞ୍ଜିନିୟରିଂ ପଢୁଥିବା ଏହି ଛାତ୍ରୀ ଜଣଙ୍କର ମଡେଲିଙ୍ଗ ପ୍ରତି ରୁଚି ରହିଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଏହି ଇଭେଣ୍ଟରେ ଦେଶବିଦେଶର 2 ହଜାରରୁ 3 ହଜାର ଝିଅ ଆବେଦନ କରିଥିଲେ । ଯେଉଁଥିରେ ଶୁଭଶ୍ରୀ ଟାଲେଣ୍ଟ ରାଉଣ୍ଡ ଦେଇ ଫାଇନାଲରେ ପହଞ୍ଚିଛନ୍ତି । ଆମ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ଏହି ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ ତା ଉପରେ ମଧ୍ୟ ସେ ଧ୍ୟାନ ଦେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମିସ ଇଣ୍ଡିଆ ଟିଜିପିସି ଫାଇନାଲ ରେ ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ

Body:ମିସ ଇଣ୍ଡିଆ ଟିଜିପିସି ଫାଇନାଲ ରେ ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ
ମିସ ଇଣ୍ଡିଆ ଟିଜିପିସି ଫାଇନାଲ ରାଉଣ୍ଡ ରେ ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ ପହଞ୍ଚି ଥିବା ବେଳେ ଏବେ ତାଙ୍କୁ ଦରକାର ଓଡ଼ିଶା ବାସୀ ଠାରୁ ଭେଟ। ଶୁଭଶ୍ରୀ ଙ୍କୁ ଆପଣ ତାଙ୍କ ଇନଷ୍ଟା ଗ୍ରାମ ପେଜ ରେ ଫେଲେ କଲେ ତାଙ୍କ ଭେଟ କାଉଣ୍ଡ ହେବ ବୋଲି ଶୁଭଶ୍ରୀ କହିଛନ୍ତି। ଅନ୍ୟ ପଟେ ଏହି ଇଭେଣ୍ଟ୍ ରେ ହାରାହାରି ସାରା ଦେଶ ବିଦେଶ ରୁ 2 ହଜାର ରୁ 3 ହଜାର ଝିଅ ଆବେଦନ କରିଥିବା ବେଳେ ବିଭିନ୍ନ ଟାଲେଣ୍ଟ ରାଉଣ୍ଡ ଦେଇ ଫାଇନାଲ ରେ ପ୍ରବେଶ କରିଚନ୍ତି । ଜଣେ ଇଂଜିନିୟରିଂ ଛାତ୍ରୀ ଭାବ ରେ।ଅଧ୍ୟୟନ କରୁଥିବା ବେଳେ ମଡେଲିଙ୍ଗ ପ୍ରତି ତାଙ୍କର ରୁଚି ରହି ଥିବାର ଶୁଭଶ୍ରୀ କହିଛନ୍ତି। ଅନ୍ୟ ପଟେ କିଭଳି ଆମ ଓଡ଼ିଶା ସଂସ୍କୃତି ଓ ପରମ୍ପରା କୁ ଏହି ପ୍ରତିଜେଗିତା ମାଧ୍ୟମରେ ଲୋକ ଙ୍କ ପାଖରେ ପହଞ୍ଚିବ ତା ଉପରେ ମଧ୍ୟ ସେ ଧ୍ୟାନ ଦେବେ।

Conclusion:
Last Updated : Aug 5, 2019, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.