ETV Bharat / city

ରାଜ୍ୟ ସରକାରଙ୍କୁ ନୀତି ଆୟୋଗଙ୍କ ପ୍ରଶଂସା - ନବୀନ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମକୁ ନୀତି ଆୟୋଗ ଦ୍ବାରା ପ୍ରଶଂସା କରାଯାଇଛି । ପଢନ୍ତୁ ଅଧିକ.....

ରାଜ୍ୟ ସରକାରଙ୍କୁ ନିତି ଆୟୋଗଙ୍କ ପ୍ରଶଂସା
ରାଜ୍ୟ ସରକାରଙ୍କୁ ନିତି ଆୟୋଗଙ୍କ ପ୍ରଶଂସା
author img

By

Published : Jan 4, 2021, 11:01 PM IST

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ନୀତି ଆୟୋଗଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମକୁ ନୀତି ଆୟୋଗ ଦ୍ବାରା ପ୍ରଶଂସା କରାଯାଇଛି । ହେଲ୍ଥ ଆଣ୍ଡ ହେଲଥ ଆଣ୍ଡ ନ୍ୟୁଟ୍ରିସନ ପ୍ରାକ୍ଟିସ ଇନସାଇଟ୍ସ' ରିପୋର୍ଟରେ ରାଜ୍ୟ ସରକାରଙ୍କ ଏହି ଦୁଇଟି ମିଶନକୁ ପ୍ରଶଂସା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦେଇଛି ।

ରାଜ୍ୟ ସରକାରଙ୍କୁ ନୀତି ଆୟୋଗଙ୍କ ପ୍ରଶଂସା
ରାଜ୍ୟ ସରକାରଙ୍କୁ ନୀତି ଆୟୋଗଙ୍କ ପ୍ରଶଂସା

ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ରାଜ୍ୟଗୁଡ଼ିକ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ସାଧନ ପାଇଁ ଆପଣାଇଥିବା ବିଭିନ୍ନ ସ୍ବତନ୍ତ୍ର ପଦକ୍ଷେପଗୁଡିକୁ "ହେଲଥ୍ ଆଣ୍ଡ ନ୍ୟୁଟ୍ରିସନ୍ ପ୍ରାକ୍ଟିସ୍ ଇନସାଇଟ୍"ରେ ଅନୁଧ୍ୟାନ କରାଯିବା ପରେ ଓଡିଶା ସରକାରଙ୍କ ଏହି ଦୁଇ କାର୍ଯ୍ୟକ୍ରମକୁ ଚୟନ କରିଥିଲା ନୀତି ଆୟୋଗ ।

ପ୍ରକାଶିତ କରାଯାଇଥିବାବେଳେ ଓଡିଶାର "ଓଡିଶା ମିଲେଟ୍ ମିଶନ" ଏବଂ "ମୋ ଉପକାରୀ ବଗିଚା" କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇଛି। ଓଡିଶା ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ଦୁଇ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ନୀତି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.