ETV Bharat / city

ଆଜିଠୁ ରାଜ୍ୟରେ ନାଇଟ କର୍ଫ୍ୟୁ, କଟକଣାରୁ ଜରୁରୀ ସେବା ବାଦ - ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ବାଦ

ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ। ନାଇଟ୍‌ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ୍ ଦେଲେ ସରକାର।

ଆଜିଠୁ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ, କଟକଣାରୁ ଜରୁରୀ ସେବା ବାଦ

author img

By

Published : Jan 1, 2022, 6:08 AM IST

ଭୁବନେଶ୍ବର: ଆସନ୍ତାକାଲି ନୂଆବର୍ଷ । ଏନେଇ ସରକାର ଜାରି କରିଛନ୍ତି କଟକଣା । ଆଜି ଠାରୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ (Night Curfew)। ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତର ରହିବ ନାଇଟ କର୍ଫ୍ୟୁ । ଏହି ସମୟରେ ଜରୁରୀ ସେବା ଗୁଡିକୁ ଅନୁମତି ମିଳିଛି ।

ଆଜିଠୁ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ, କଟକଣାରୁ ଜରୁରୀ ସେବା ବାଦ
ଆଜିଠୁ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ, କଟକଣାରୁ ଜରୁରୀ ସେବା ବାଦ

ନଜର ପକାନ୍ତୁ କର୍ଫ୍ୟୁ ସମୟରେ କେଉଁ ସେବା କଟକଣାମୁକ୍ତ

ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ, ବିଦ୍ୟୁତ୍‌, ଅଗ୍ନିଶମ, ଟେଲିକମ୍‌, ଜଳ ଯୋଗାଣ, ରେଳ କର୍ମଚାରୀ କର୍ମଚାରୀ କମିଶନରେଟ ପୋଲିସ ଦ୍ବାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ କଟକଣାରୁ ବାଦ ପଡିଛନ୍ତି । ସେହିପରି କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ ମଧ୍ୟ କଟକଣା ମୁକ୍ତ। ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ବ ହୋଟେଲ , ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରି କଟକଣା ମୁକ୍ତ। ବିମାନ, ରେଳ ଏବଂ ସଡ଼କ ଦ୍ୱାରା ଯାତ୍ରୀମାନଙ୍କ ଚଳାଚଳକୁ ସୁଗମ କରିବା ପାଇଁ ଜନସାଧାରଣ ପରିବହନ, ବେସରକାରୀ ଯାନ ଏବଂ ଟ୍ୟାକ୍ସି ଚାଲିପାରିବ। IT କମ୍ପାନୀଗୁଡିକର କର୍ମଚାରୀମାନେ ସେମାନଙ୍କର ID କାର୍ଡ ଦେଖାଇ ଯାଆସ କରିପାରିବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.