ETV Bharat / city

ଆସନ୍ତା 12ରୁ ଚାଲିବ ନୂଆ ମେମୁ ଟ୍ରେନ - new memu train

ଆସନ୍ତା 12 ତାରିଖରୁ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଛି ।

ଆସନ୍ତା 12ରୁ ଚାଲିବ ନୂଆ ମେମୁ ଟ୍ରେନ
ଆସନ୍ତା 12ରୁ ଚାଲିବ ନୂଆ ମେମୁ ଟ୍ରେନ
author img

By

Published : Feb 8, 2020, 3:23 PM IST

ଭୁବନେଶ୍ବର: ଚଳିତମାସ 12 ତାରିଖ ଠାରୁ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଛି I

ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନକୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ବରଠାରୁ ଚଳିତମାସ ୧୨ ତାରିଖଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ । ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I

*ଅନୁଗୋଳ-ପୁରୀ ମେମୁ ଟ୍ରେନରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚରେ ଚଳାଚଳ କରିବ ।

ଅନୁଗୋଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୋଳ-ପୁରୀ ମେମୁ ଟ୍ରେନରେ ଦୈନନ୍ଦିନ ଯାତ୍ରୀଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଛି I

ଏହି ଟ୍ରେନ ଭୁବନେଶ୍ବରଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ବରରୁ ଏବଂ ୧୨ ତାରିଖରୁ ଅନୁଗୋଳରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚରେ ଚଳାଚଳ କରିବ । ଏହା ଓଡିଶା ଅଞ୍ଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଚଳିତ ମାସ ୧୨ ତାରିଖ ଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇ ଅଛି I

ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ କୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱର ଠାରୁ ଚଳିତ ମାସ ୧୨ ତାରିଖ ଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ I   ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I    

*ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚ ରେ ଚଳାଚଳ କରିବ -*

ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ଦୈନନ୍ଦିନ ଯାତ୍ରୀମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ ରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଅଛି I  ଏହି ଟ୍ରେନ ଭୁବନେଶ୍ୱର ଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ୱର ଠାରୁ ଏବଂ ୧୨ ତାରିଖ ଠାରୁ ଅନୁଗୁଳ ରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚ ରେ ଚଳାଚଳ କରିବ ଇ ଏହା ଓଡିଶା ଅଞ୍ଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ  I  Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.