ETV Bharat / city

ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

author img

By

Published : Sep 5, 2020, 10:36 AM IST

ଆଜି ଦେଶବ୍ୟାପୀ ପାଳନ ହେଉଛି ଗୁରୁଦିବସ। ଏହି ଅବସରରେ ଶିକ୍ଷକଙ୍କୁ ସମ୍ମାନ ଜଣାଇବା ସହ ରାଧାକୃଷ୍ଣନଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଦେଶବ୍ୟାପୀ ପାଳନ ହେଉଛି ଗୁରୁଦିବସ। ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖରେ ଏହି ଦିବସର ପାଳନ କରାଯାଏ। ତେବେ ଶିକ୍ଷକତା ମାଧ୍ୟମରେ ଭାରତକୁ ଆଗକୁ ନେବାର ନୂଆ ଉଦାହରଣ ସୃଷ୍ଟି କରିଥିବା ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ।

ଏହି ପବିତ୍ର ଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଶିକ୍ଷକଙ୍କୁ ସମ୍ମାନ ଜଣାଇବା ସହ ରାଧାକୃଷ୍ଣନଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Teachers play pivotal role in nurturing young minds to be ready for future and contribute to society. On #TeachersDay, my heartfelt tribute to all teachers & homage to exemplary teacher, scholar, philosopher & former President Dr S Radhakrishnan on his birth anniversary. pic.twitter.com/97Sv7PfmPm

    — Naveen Patnaik (@Naveen_Odisha) September 5, 2020 " class="align-text-top noRightClick twitterSection" data=" ">

''ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସମାଜରେ ଅବଦାନ ପାଇଁ ଯୁବ ମନକୁ ପୋଷଣ କରିବାରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଶିକ୍ଷକ ଦିବସ ଅବସରରେ, ଆଦର୍ଶ ଶିକ୍ଷକ, ବିଦ୍ୱାନ, ଦାର୍ଶନିକ ତଥା ପୂର୍ବତନ ରାଷ୍ଟ୍ରପତି ଡଃ ଏସ୍ ରାଧାକ୍ରିଷ୍ଣନଙ୍କୁ ମୋର ଶ୍ରଦ୍ଧାଞ୍ଜଳି'' ବୋଲି ନବୀନ ଟ୍ବିଟ କରିଛନ୍ତି।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.