ETV Bharat / city

ଭାରତରୁ ବିଦାୟ ନେଲା ମୌସୁମୀ

author img

By

Published : Oct 25, 2021, 8:15 PM IST

ସାରା ଭାରତରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗକୁ ଧୀରେ ଧୀରେ ତାପମାତ୍ରା ଖସିବ। ଉପକୂଳରେ ୨୧ରୁ ୨୪ ମଧ୍ୟରେ ତାପମାତ୍ରା ରହିବ । ଅଧିକ ପଢନ୍ତୁ...

ଭାରତରୁ ବିଦାୟ ନେଲା ମୌସୁମୀ
ଭାରତରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ବର: ସାରା ଭାରତରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗକୁ ଧୀରେ ଧୀରେ ତାପମାତ୍ରା ଖସିବ। ଉପକୂଳରେ ୨୧ରୁ ୨୪ ମଧ୍ୟରେ ତାପମାତ୍ରା ରହିବ । ସେହିଭଳି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ୧୭ ଡିଗ୍ରୀରୁ ୨୧ ଡିଗ୍ରୀ ମଧ୍ୟରେ ରହିଛି।

ଭାରତରୁ ବିଦାୟ ନେଲା ମୌସୁମୀ
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗଶୁଖିଲା ରହିବା ସହ ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି ଏବଂ କୋରାପୁଟରେ ସ୍ଵଳ୍ପ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ତାପମାତ୍ରା ୨୨ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି।ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେକେ ଫୁଲବାଣୀରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.