ETV Bharat / city

ଜଳସେଚନକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ - ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ଜଳସେଚନ ପ୍ରସଙ୍ଗଙ୍କୁ ରାଜ୍ୟ ସରକାଙ୍କୁ ଘେରିଥିଲେ । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଫାଇଲ ଫଟୋ
author img

By

Published : Nov 14, 2019, 10:05 PM IST

ଭୁବନେଶ୍ବର: ସବୁ ଜମିକୁ ଜଳସେଚନ ପ୍ରସଙ୍ଗଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଜଳସେଚନକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଛନ୍ତି ଯେ, 5 ବର୍ଷରେ ରାଜ୍ୟର ସମସ୍ତ ବ୍ଲକକୁ 35% ଜଳସେଚନ ସୁବିଧା ଯୋଗାଇବା ଦେବା ପାଇଁ କୁହାଯାଇଥିଲା । 2011 ସୁଦ୍ଧା ପ୍ରତି ବ୍ଲକରେ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ପୂରଣ ହୋଇଥାନ୍ତା । ହେଲେ 2019ରେ ଏହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ମୋଟ 314 ବ୍ଲକରୁ 245ଟି ବ୍ଲକରେ 35 ପ୍ରତିଶତରୁ ଅଧିକ ଜଳସେଚନ ଲକ୍ଷ୍ୟ ପୂରଣ ହୋଇଛି । ସେହିଭଳି ଆଉ 69ଟି ବ୍ଲକରେ ଏହି ଲକ୍ଷ୍ୟ ସାଧନ ହୋଇପାରିନାହିଁ । କିନ୍ତୁ ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।

ସେହିପରି 2009 ସୁଦ୍ଧା ରାଜ୍ୟର ମୋଟ 28 ଲକ୍ଷ 69 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା । 2019 ଜୁନ ଶେଷ ସୁଦ୍ଧା13 ଲକ୍ଷ 49 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି ରଖାଯାଇଛି । ତନ୍ମଧ୍ୟରୁ ମୋଟ 42 ଲକ୍ଷ 18 ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ 22 ପ୍ରତିଶତ ଜଳସେଚନର ଅଭିବୃଦ୍ଧି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:୫ବର୍ଷରେ ୩୫% ଜଳସେଚନ କଥା କୁହାଯାଇଥିଲା। ଏହା ପାଳନ େହାଇଥିଲେ, ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ଜଳସେଚନ ଏହି ଲକ୍ଷ୍ୟ ଛୁଇଁ ସାରିଥାନ୍ତା। ହେଲେ 2019ରେ ବି ଏହି ଲକ୍ଷ୍ୟ ପୁରଣ ହୋଇପାରିଲା ନାହିଁ। ମୋଟ 314 ବ୍ଲକରୁ 245ଟି ବ୍ଲକରେ 35 ପ୍ରତିଶତରୁ ଅଧିକ ଜଳସେଚନ ଲକ୍ଷ୍ୟ ପୂରଣ ହୋଇଛି। ସେହିଭଳି ଆଉ 69 ବ୍ଲକରେ ଏହି ଲକ୍ଷ୍ୟ ସାଧନ ହୋଇପାରି ନାହିଁ। ଜଳସମ୍ପଦ ମନ୍ତ୍ରୀ ବିଧାନସଭା ରେ ଏହି ତଥ୍ୟ ରଖିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜଙ୍କ ପ୍ରଶନର ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ। 2009 ସୁଦ୍ଧା ରାଜ୍ୟର ମୋଟ 28 ଲକ୍ଷ 69 ହଜାର ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ଥିଲା। 2019 ଜୁନ ସୁଦ୍ଧା ଆଇ 13 ଲକ୍ଷ 49 ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇଛି। ଏଥିରେ 22 ପ୍ରତିଶତ ବୃଦ୍ଧି ପାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.