ETV Bharat / city

ସହରରେ କୃତ୍ରିମ ବନ୍ୟା, ମନ୍ତ୍ରୀ କହିଲେ ହଠାତ ଅଧିକ ବର୍ଷା ହେଲା

ସାରା ରାଜ୍ୟରେ ବର୍ଷା ବିତ୍ପାତ । ଲଘୁଚାପ ଜନିତ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ଅସରାଏ ବର୍ଷାରେ ଜମୁଛି ପାଣି । କୃତ୍ରିମ ବନ୍ୟା ସୃଷ୍ଟି ପରେ ମନ୍ତ୍ରୀ କଣ କହିଛନ୍ତି ଶୁଣନ୍ତୁ...

ସହରରେ କୃତ୍ରିମ ବନ୍ୟା ,ମନ୍ତ୍ରୀ କହିଲେ ହଠାତ ଅଧିକ ବର୍ଷା ହେଲା

author img

By

Published : Aug 20, 2020, 10:27 PM IST

ଭୁବନେଶ୍ବର: ସାରା ରାଜ୍ୟରେ ବର୍ଷା ବିତ୍ପାତ । ଲଘୁଚାପ ଜନିତ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ଅସରାଏ ବର୍ଷାରେ ଜମୁଛି ପାଣି । ଆଉ ସହରରେ କୃତ୍ରିମ ବନ୍ୟା ସ୍ଥିତି ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି ଯେ, ହଠାତ ଅଧିକ ପରିମାଣର ବର୍ଷା ପାଇଁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସହରରେ କୃତ୍ରିମ ବନ୍ୟା ,ମନ୍ତ୍ରୀ କହିଲେ ହଠାତ ଅଧିକ ବର୍ଷା ହେଲା

ସାରା ଓଡ଼ିଶାର କିଛି ଜିଲ୍ଲାରେ ଏ ପରିସ୍ଥିତି ହୋଇଛି । କେବଳ ଓଡ଼ିଶାର ନୁହେଁ ମୁମ୍ବାଇ, କୋଲକାତାରେ ସହର ଭିତରେ ଡ଼ଙ୍ଗା ନେଇ ଲୋକ ଯାଉଛନ୍ତି । ଶୀଘ୍ର ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଛି। ସହରରେ ବନ୍ୟା ହେବାର ମୁଖ୍ୟ କାରଣ ଡ୍ରେନେଜ ସମସ୍ୟା। ପ୍ରାକୃତିକ ନାଳ କଡ଼ରେ ବେଆଇନ ନିର୍ମାଣ ପାଇଁ ସହରରେ ବନ୍ୟା ହେଉଛି ।

ଅନେକ ଯାଗାରେ ମୁଖ୍ୟ କାରଣ ହେଉଛି ଡ୍ରେନେଜ ଉପରେ ବେଆଇନ ଭାବରେ ନିର୍ମାଣ ଓ ଡ୍ରେନେଜ ଅବରୋଧ ପାଇଁ ସହରରେ ବନ୍ୟା ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ହେଲେ ଏହାର ସମାଧାନ କଣ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିନଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.