ETV Bharat / city

ପୁରିଲା କଣ୍ଟ, ବିଏମସିରେ ଚୁକ୍ତି ଭରିଲେ 43 ଜମି ମାଲିକ

ପୂରିଛି ବହୁ ଚର୍ଚ୍ଚିତ ଏକାମ୍ର କ୍ଷେତ୍ର ବିକାଶ ପ୍ଲାନର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କଣ୍ଟ । ସରିବା ପୂର୍ବରୁ 51ଟି ପ୍ଲଟ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି 43 ଜଣ ସତ୍ବାଧିକାରୀ।

land owners signed agreement with bmc, ekamra scheme, lingaraj temple beautification, ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯୀକରଣ, ଏକାମ୍ର ଯୋଜନା, ଜମିମାଲିକଙ୍କ ବିଏସି ସହ ଚୁକ୍ତି ସ୍ବାକ୍ଷର
ପୁରିଲା କଣ୍ଟ, ବିଏମସିରେ ଚୁକ୍ତି ଭରିଲେ 43 ଜମି ମାଲିକ
author img

By

Published : Feb 27, 2020, 4:57 AM IST

ଭୁବନେଶ୍ବର: ପୂରିଛି ବହୁ ଚର୍ଚ୍ଚିତ ଏକାମ୍ର କ୍ଷେତ୍ର ବିକାଶ ପ୍ଲାନର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କଣ୍ଟ । ସରିବା ପୂର୍ବରୁ 51ଟି ପ୍ଲଟ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି 43 ଜଣ ସତ୍ବାଧିକାରୀ। ଲିଙ୍ଗରାଜ ମନ୍ଦିର ଚତୁଃର୍ପାଶ୍ବ ସୌନ୍ଦର୍ଯ୍ୟୀକରଣ ନେଇ ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ କେତେକ ଘରୋଇ ଜମିର ଆବଶ୍ୟକତାକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ଏହି ଘୋଷଣା । ଏହା ଅନୁଯାୟୀ 26 ଫେବୃଆରୀ ସୁଦ୍ଧା ଯେଉଁମାନେ ସ୍ବଇଚ୍ଛାରେ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷରିତ କରିବେ, ସେମାନଙ୍କୁ ମିଳିବ 10 ପ୍ରତିଶତ ବୋନସ।

ପୁରିଲା କଣ୍ଟ, ବିଏମସିରେ ଚୁକ୍ତି ଭରିଲେ 43 ଜମି ମାଲିକ

ଏହି ଆଧାରରେ ବୁଧବାର ଏକାମ୍ର କ୍ଷେତ୍ରର 43 ଜଣ ସତ୍ଵାଧିକାରୀ 51ଟି ପ୍ଲଟକୁ ନିଜ ଇଚ୍ଛାରେ ବିଏମସି ସହ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ସୂଚନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଚତୁଃର୍ପାଶ୍ବରେ ଚିହ୍ନଟ ହୋଇଥିବା 100ଟି ଘରୋଇ ପ୍ଲଟ 81 ଜଣଙ୍କର ମାଲିକାନା ସତ୍ବରେ ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.