ETV Bharat / city

BJDରେ ମିଶିଲେ ସାମ୍ବାଦିକ ସ୍ୱୟଂ ପ୍ରକାଶ ମହାପାତ୍ର

author img

By

Published : Apr 27, 2022, 8:57 PM IST

ବିଜେଡିରେ ସାମିଲ ହେଲେ ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର । ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ସ୍ବୟଂ ପ୍ରକାଶ ମହାପାତ୍ର
ସ୍ବୟଂ ପ୍ରକାଶ ମହାପାତ୍ର

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର । ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିବା ପରେ ତାଙ୍କୁ ଦଳର ଡିଜିଟାଲ ୱିଙ୍ଗ ହେଡ ପ୍ରମୁଖ ଭାବେ ଦାୟିତ୍ବ ମିଳିବ ବୋଲି ବୋଲି ଚର୍ଚ୍ଚା ହେଉଛି । ଗତକିଛି ମାସ ପୂର୍ବରୁ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ, ମିହିର ରାୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.