ETV Bharat / city

ସାମ୍ବାଦିକ ସୁରକ୍ଷା ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ

ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣର ମାତ୍ରା । ଅନ୍ୟ ରାଜ୍ୟ ଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ନାହିଁ । ତେଣୁ ଏନେଇ ଏକ ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସାମ୍ବାଦିକ ସଂଘ ।

‘ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ଦରକାର’
author img

By

Published : Nov 17, 2019, 9:22 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣର ମାତ୍ରା । ପ୍ରତିଦିନ କେଉଁଠି ନା କେଉଁଠି ଆକ୍ରମଣର ଶିକାର ହେଉଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ନାହିଁ । ତେଣୁ ଏନେଇ ଏକ ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସାମ୍ବାଦିକ ସଂଘ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏନେଇ ଭେଟି ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ।

‘ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ଦରକାର’

କେତେବେଳେ ସାଂସଦ, କେତେବେଳେ ପ୍ରଶାସକ ତ ଆଉ କେତେବେଳେ ପୁଣି ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ । ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ହେବା ନିହାତି ଦରକାର । ଏନେଇ ସରକାରଙ୍କ ଉପରେ ଚାପ ପକାଯିବା ଆବଶ୍ୟକ । ଯାହା ପୂର୍ବରୁ ସବୁ ବିଧାୟକ ଓ ବିରୋଧୀ ଦଳ ନେତାଙ୍କୁ ଭେଟି ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭୁବନେଶ୍ୱର: ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢି ଚାଲିଛି। ପ୍ରତିଦିନ କେଉଁଠି ନ କେଉଁଠି ଆକ୍ରମଣ ଶିକାର ହେଉଛନ୍ତି ନିରୀହ ସାମ୍ବାଦିକ। କେତେବେଳେ ସାଂସଦ ତ କେତେବେଳେ ପ୍ରଶାସକ, ଆଉ କେତେବେଳେ ମାଫିଆଙ୍କ ଦ୍ୱାରା ରୋଶର ଶୀକାର ହେଉଛନ୍ତି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ବି ନାହିଁ। ତେଣୁ ଏନେଇ ଏକ ବିଧେୟକ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସାମ୍ବାଦିକ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏନେଇ ଭେଟି ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ। ମହାରଷ୍ଟ୍ର ସମେତ ଅନେକ ରାଜ୍ୟରେ ସାମ୍ବାଦିକ ଙ୍କ ପାଇଁ ସୁରକ୍ଷା ଆଇନ ରହିଥିବା ବେଳେ ଓଡ଼ିଶାରେ କାହିଁକି ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏନେଇ ସରକାର ଙ୍କ ଉପରେ ଚାପ ପକାଯିବ। ଏହା ପୂର୍ବରୁ ସବୁ ବିଧାୟକ ଓ ବିରୋଧୀ ଦଳ ନେତାଙ୍କ ଭେଟି ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଛି।

Body:ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.