ETV Bharat / city

ଆସିଲା ଜେଇଇ ମେନ ରେଜଲ୍ଟ, ଗୌତମ ଦାସ ଓଡିଶା ଟପ୍ପର

author img

By

Published : Mar 9, 2021, 9:28 AM IST

Updated : Mar 9, 2021, 1:40 PM IST

ଜେଇଇ ମେନ ରେଜଲ୍ଟ ପ୍ରକାଶ । ଗୌତମ ଦାସ ଓଡିଶା ଟପ୍ପର । ଅଧିକ ପଢନ୍ତୁ...

ଗୌତମ ଦାସ ଓଡିଶା ଟପ୍ପର
ଗୌତମ ଦାସ ଓଡିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଛି ଜେଇଇ ମେନ ପରୀକ୍ଷା ଫଳ । ଓଡିଶାର ଟପ୍ପର ହୋଇଛନ୍ତି ଗୌତମ ଦାସ । ଗୌତମ 99.99 ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ଗୌତମ ଦାସ

ଦେଶରେ ବିଭିନ୍ନ ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ନାମ ଲେଖା ପିଂ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡିଶାର ଗୌତମ ଦାସ ଓଡିଶା ଟପ୍ପର ହୋଇଥିବା ବେଳେ 99.99 ପ୍ରତିଶତ ନମ୍ଵର ରଖିଛନ୍ତି ।

ଗୌତମ ଦାସ ଓଡିଶା ଟପ୍ପର
ଗୌତମ ଦାସ ଓଡିଶା ଟପ୍ପର

ତେବେ ଗୌତମ ଓଡିଶା ଟପ୍ପର ହେବା ପରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ପରୀକ୍ଷା ପାଇଁ 6 ଲକ୍ଷ 52 ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ 6 ଲକ୍ଷ 20 ହଜାର ପିଲା ପରୀକ୍ଷା ଦେଇଥିଲେ । ଜାନୁଆରୀ 24 ରୁ 26 ତାରିଖ ଯାଏ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । 331ଟି ସହରରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 9, 2021, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.