ETV Bharat / city

ଆଇଟିଆଇ ଛାତ୍ରଛାତ୍ରୀଙ୍କ ପ୍ରୟାସ, ପ୍ଲାଷ୍ଟିକରୁ ତିଆରି କରୁଛନ୍ତି ମନଲୋଭା ଜିନିଷ - iti students of bhubaneswar

ପ୍ଲାଷ୍ଟିକରୁ ତିଆରି ହେଉଛି ମନଲୋଭା ଜିନିଷ । ଅଦରକାରୀ ପ୍ଲାଷ୍ଟିକରୁ ଟର୍ଚ୍ଚ, ଚା କପ, ଛୋଟ ପଙ୍ଖା ଭଳି ନାନାଦି ଉପକରଣ ତିଆରି କରୁଛନ୍ତି ଭୁବନେଶ୍ବର ସରକାରୀ ଆଇଟିଆଇ କଲେଜର ଛାତ୍ରଛାତ୍ରୀ ।

iti students
ଆଇଟିଆଇ ପିଲାଙ୍କ ନୂଆ ପ୍ରୟାସ, ପ୍ଲାଷ୍ଟିକ ଆବର୍ଜନାରୁ ତିଆରି କରୁଛନ୍ତି ମନଲୋଭା ଜିନିଷ
author img

By

Published : Dec 6, 2019, 11:53 PM IST

ଭୁବନେଶ୍ବର: ପ୍ଲାଷ୍ଟିକ ଆବର୍ଜନାରୁ ତିଆରି ହେଉଛି ମନଲୋଭା ଜିନିଷ । ଅଦରକାରୀ ପ୍ଲାଷ୍ଟିକରୁ ଟର୍ଚ୍ଚ, ଚା କପ, ଛୋଟ ପଙ୍ଖା ଭଳି ନାନାଦି ଉପକରଣ ତିଆରି କରୁଛନ୍ତି ଭୁବନେଶ୍ବର ସରକାରୀ ଆଇଟିଆଇର କଲେଜର ଛାତ୍ରଛାତ୍ରୀ । ପ୍ଲାଷ୍ଟିକ ବୋତଲଠୁ ନେଇ ଭଙ୍ଗା ହେଲମେଟ ଖୋଳ ପର୍ଯ୍ୟନ୍ତ ସବୁଥିରେ କିଛି ନା କିଛି ଘର ସଜ୍ଜା ଉପକରଣ ତିଆରି କରୁଛନ୍ତି ଏମାନେ ।

ଆଇଟିଆଇ ପିଲାଙ୍କ ନୂଆ ପ୍ରୟାସ, ପ୍ଲାଷ୍ଟିକ ଆବର୍ଜନାରୁ ତିଆରି କରୁଛନ୍ତି ମନଲୋଭା ଜିନିଷ

ସେହିଭଳି ପ୍ଲାଷ୍ଟିକ ଚାମଚରୁ ଫୁଲଦାନୀ, ପେନଷ୍ଟାଣ୍ଡ ସହିତ ପାଉଡର ଡବାରୁ ଭେକ୍ୟୁମ କ୍ଲିନର ଓ ଟର୍ଚ୍ଚ ଲାଇଟ ତିଆରି କରିଛନ୍ତି ଏହି ଛାତ୍ରଛାତ୍ରୀ । ଏଥିପାଇଁ ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବି ସମର୍ଥନ ମିଳୁଛି।

ପ୍ଲାଷ୍ଟିକ ଆବର୍ଜନାରୁ ବ୍ୟବହାରଯୋଗ୍ୟ ସାମଗ୍ରୀ ନିର୍ମାଣ ପାଇଁ ବାସ୍ତବରେ ଛାତ୍ରଛାତ୍ରୀଙ୍କ ଏହି ପଦକ୍ଷେପ ପ୍ରଶଂସା ଯୋଗ୍ୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଇ ଆଇ ଟି ପିଳାଙ୍କ କମାଲ ପ୍ଲାଷ୍ଟିକ ଆବର୍ଜନା ରୁ ତିଆରି କରୁଛନ୍ତି ଭଳିକି ଭଳି ମନ ଲୋଭା ଜିନିଷ

ଭିଓ1

ସାରା ରାଜ୍ୟ ରେ ପ୍ଲାଷ୍ଟିକ ବ୍ୟାନ ହେବା ପରେ ପୂର୍ବରୁ ଥିବା ପ୍ଲାଷ୍ଟିକ ଜିନିଷ କୁ ନ ଫେପାଡି କିଛି ନୂଆ ତିଆରି କରି ହେବା ତାର ଜ୍ଵଳନ୍ତ ଉଦାହରଣ ଦେଇଛନ୍ତି ରାଜଧାନୀ ଭୁବନେଶ୍ବର ର ଆଇ ଆଇ ଟି ଛାତ୍ରଛାତ୍ରୀ ମାନେ। ପ୍ଲାଷ୍ଟିକ ବୋତଲ ଠାରୁ ଭଙ୍ଗା ହେଲମେଟ ଖେଳ ସବୁ ରେ ତିଆରି କରିଛନ୍ତି ଅନେକ ଘର ସଜା ଓ ଘର ଉପକରଣ ଜିନିଷ।

ଭିଓ2
କିଏ ଭଙ୍ଗା ପ୍ଲାଷ୍ଟିକ ଟର୍ଚ୍ଚ ଓ ପ୍ଲାଷ୍ଟିକ ଚା କପ ରୁ ଛେଟିଆ ମଡେଲ ର କିଏ ପଙ୍ଖା ତିଆରି କରିଛି ତ କିଏ ପ୍ଲାଷ୍ଟିକ ଚାମଚ ରୁ ଫୁଲ ଦାନୀ, କଲମ ଷ୍ଟାଣ୍ଡ , ତିଆରି କରିଛି। ଖାଲି ସେତିକି ନୁହେଁ ଆଉ କିଏ ଫେପଡା ପାଉଡର ଡବା ରୁ ଭେକ୍ୟୁମ କ୍ଲିନର ଓ ଚର୍ଚ୍ଚା ଲାଇଟ ତିଆରି କରିଛି। ଏହା ସହ ଆଉ ଭବିଷ୍ୟତ ରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ଲୋକଙ୍କୁ ସଚେତନତା ର ବାର୍ତା ବାଣ୍ଟୁଛନ୍ତି।

ବାଇଟ ସସ୍ମିତା ପାତ୍ର ଛାତ୍ରୀ
ବାଇଟ ଅନିତା ମିଶ୍ର, ଅଧ୍ୟାପିକା
ବାଇଟ ଳଲିତ କୁମର ଜେନା, ଛାତ୍ରୀ

ଫାଇନାଲ ଭିଓ
ବର୍ତ୍ତମାନ ପ୍ରଦୂଷଣ ରେକିବା ପାଇଁ ପ୍ଲାଷ୍ଟିକ ର ବହୁତ ବ୍ୟବହାର ରେ ରେକ ସିନା ଲାଗିଛି ସତ ହେଲେ ପୂର୍ବ ରୁ ଥିବା ପ୍ଲାଷ୍ଟିକ ଆବର୍ଜନା କୁ ନେଇ ଏପିଲା ମାନଙ୍କ ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ।

Body:ଆଇ ଆଇ ଟି ପିଳାଙ୍କ କମାଲ ପ୍ଲାଷ୍ଟିକ ଆବର୍ଜନା ରୁ ତିଆରି କରୁଛନ୍ତି ଭଳିକି ଭଳି ମନ ଲୋଭା ଜିନିଷ

ଭିଓ1

ସାରା ରାଜ୍ୟ ରେ ପ୍ଲାଷ୍ଟିକ ବ୍ୟାନ ହେବା ପରେ ପୂର୍ବରୁ ଥିବା ପ୍ଲାଷ୍ଟିକ ଜିନିଷ କୁ ନ ଫେପାଡି କିଛି ନୂଆ ତିଆରି କରି ହେବା ତାର ଜ୍ଵଳନ୍ତ ଉଦାହରଣ ଦେଇଛନ୍ତି ରାଜଧାନୀ ଭୁବନେଶ୍ବର ର ଆଇ ଆଇ ଟି ଛାତ୍ରଛାତ୍ରୀ ମାନେ। ପ୍ଲାଷ୍ଟିକ ବୋତଲ ଠାରୁ ଭଙ୍ଗା ହେଲମେଟ ଖେଳ ସବୁ ରେ ତିଆରି କରିଛନ୍ତି ଅନେକ ଘର ସଜା ଓ ଘର ଉପକରଣ ଜିନିଷ।

ଭିଓ2
କିଏ ଭଙ୍ଗା ପ୍ଲାଷ୍ଟିକ ଟର୍ଚ୍ଚ ଓ ପ୍ଲାଷ୍ଟିକ ଚା କପ ରୁ ଛେଟିଆ ମଡେଲ ର କିଏ ପଙ୍ଖା ତିଆରି କରିଛି ତ କିଏ ପ୍ଲାଷ୍ଟିକ ଚାମଚ ରୁ ଫୁଲ ଦାନୀ, କଲମ ଷ୍ଟାଣ୍ଡ , ତିଆରି କରିଛି। ଖାଲି ସେତିକି ନୁହେଁ ଆଉ କିଏ ଫେପଡା ପାଉଡର ଡବା ରୁ ଭେକ୍ୟୁମ କ୍ଲିନର ଓ ଚର୍ଚ୍ଚା ଲାଇଟ ତିଆରି କରିଛି। ଏହା ସହ ଆଉ ଭବିଷ୍ୟତ ରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ଲୋକଙ୍କୁ ସଚେତନତା ର ବାର୍ତା ବାଣ୍ଟୁଛନ୍ତି।

ବାଇଟ ସସ୍ମିତା ପାତ୍ର ଛାତ୍ରୀ
ବାଇଟ ଅନିତା ମିଶ୍ର, ଅଧ୍ୟାପିକା
ବାଇଟ ଳଲିତ କୁମର ଜେନା, ଛାତ୍ରୀ

ଫାଇନାଲ ଭିଓ
ବର୍ତ୍ତମାନ ପ୍ରଦୂଷଣ ରେକିବା ପାଇଁ ପ୍ଲାଷ୍ଟିକ ର ବହୁତ ବ୍ୟବହାର ରେ ରେକ ସିନା ଲାଗିଛି ସତ ହେଲେ ପୂର୍ବ ରୁ ଥିବା ପ୍ଲାଷ୍ଟିକ ଆବର୍ଜନା କୁ ନେଇ ଏପିଲା ମାନଙ୍କ ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.