ଭୁବନେଶ୍ବର: ଆଜିଠୁ(ସୋମବାର) ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଆଇଟିଆଇ ପଲିଟେକନିକ ଏବଂ ବୈଷୟିକ ଶିକ୍ଷାଅନୁଷ୍ଠାନର ଶେଷ ବର୍ଷ ପିଲାଙ୍କ ପାଇଁ ଖୋଲିବ କଲେଜ ।
କୋଭିଡ ଗାଇଡ଼ଲାଇନ ଅନୁସାରେ କେବଳ ଶେଷବର୍ଷର ପିଲାମାନେ କ୍ଳାସ କରିପାରିବେ। ଯଦି କୌଣସି ଶିକ୍ଷାନୁଷ୍ଠାନ କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ହଷ୍ଟେଲ ମଧ୍ୟ ଖୋଲା ରହିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ