ETV Bharat / city

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 404 କୋରୋନା ଆକ୍ରାନ୍ତ - Covid Recovered

ରାଜ୍ୟରୁ ଆଜି ଦିନକରେ 404 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 20ହଜାର 168ରେ ପହଞ୍ଚିଲା । ଅଧିକ ପଢନ୍ତୁ...

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 404 କୋରୋନା ଆକ୍ରାନ୍ତ

author img

By

Published : Oct 13, 2021, 8:28 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 404 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 164 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 20ହଜାର 168ଜଣ ସୁସ୍ଥ ହୋଇଛନ୍ତି ।

  • Another 404 Covid patients have recovered and are being discharged on 13.10.2021

    164 from Khordha
    62 from Cuttack
    22 from Mayurbhanj
    19 from Puri
    18 from Jagatsinghpur
    16 from Jajapur
    12 from Sambalpur
    9 from Baleswar
    9 from Kendrapara
    6 from Anugul
    5 from Nayagarh
    4 from Ganjam

    — H & FW Dept Odisha (@HFWOdisha) October 13, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୨, ଅନୁଗୋଳରୁ ୬, ପୁରୀରୁ ୧୯, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୨୨, ଗଞ୍ଜାମରୁ ୪, କେନ୍ଦୁଝରରୁ ୪, ଜଗତସିଂହପୁରରୁ ୧୮, ସମ୍ବଲପୁରରୁ ୧୨, କୋରାପୁଟରୁ ୨, ବାଲେଶ୍ବରରୁ ୯, ଦେବଗଡ଼ରୁ ୨, ଭଦ୍ରକରୁ ୧, ସୁନ୍ଦରଗଡରୁ ୧, କଳାହାଣ୍ଡିରୁ ୩, ନୟାଗଡରୁ ୫, କେନ୍ଦ୍ରାପଡାରୁ ୯, ଗଜପତିରୁ ୨, ରାୟଗଡାରୁ ୩, ବରଗଡରୁ ୧ ଓ ଷ୍ଟେଟପୁଲରୁ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 4 from Keonjhar
    3 from Kalahandi
    3 from Rayagada
    2 from Deogarh
    2 from Gajapati
    2 from Koraput
    1 from Bargarh
    1 from Bhadrak
    1 from Sundargarh
    39 from State Pool

    The total recovered cases of Odisha now stand at 1020168

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.