ETV Bharat / city

ମୋଦିଙ୍କ ଶହେ ଦିନ ଦେଶକୁ ଦେଇଛି ସଫଳତା: ସମାଜସେବୀ - ନରେନ୍ଦ୍ର ମୋଦି

ଶହେ ଦିନ ପୂରଣ କରିଛନ୍ତି ମୋଦି ସରକାର । ଘାତ ପ୍ରତିଘାତ ଭିତରେ ଗତି କରିଛି ସରକାର । ଅନେକ ଐତିହାସିକ ନିଷ୍ପତି ଓ ଆଇନ ପାରିତ କରିଥିବେଳେ ଶହେ ଦିନ କିପରି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ।

ଡ଼ିଜାଇନ ଫଟୋ
author img

By

Published : Sep 8, 2019, 11:25 PM IST

ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିଛନ୍ତି ନରେନ୍ଦ୍ର ମୋଦି । ଇତି ମଧ୍ୟରେ ସରକାରକୁ ପୁରିଛି ଶହେ ଦିନ । ଗୋଟେପଟେ ଦେଶରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାତ ତାଣ୍ଡବ ରଚାଇଥିଲା । ଅନ୍ୟପଟେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାରେ ସକ୍ଷମ ହୋଇଥିଲେ ନରେନ୍ଦ୍ର ମୋଦି । ଏହାରି ଭିତରେ ଅନେକ ସଫଳ ଓ ବିଫଳତା ଦେଇ ଗତି କରିଛି ସରକାର । ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ 100 ଦିନ ଦେଶ ପାଇଁ କିପରି ଥିଲା ଏନେଇ ଇଟିଭି ଭାରତ ସଂଗ୍ରହ କରିଛି ସମାଜସେବୀଙ୍କ ପ୍ରତିକ୍ରିୟା ।

ଭିଡ଼ିଓ ସୌଜନ୍ଯ; ସମ୍ବାଦଦାତା, ଭୁବନେଶ୍ବର

ନରେନ୍ଦ୍ର ମୋଦିଙ୍କ 100 ଦିନ ହେଉଛି ଅଗ୍ନି ପରୀକ୍ଷା ସହ ସମାନ । ଏହି ଶହେ ଦିନ ଭିତରେ ଜଣାପଡିଯାଏ ସରକାର କିଭଳି କାମ କରିବା ଆବଶ୍ୟକ ବୋଲି କହିଛନ୍ତି ସମାଜସେବୀ ଜଗାଦା ନନ୍ଦ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସରକାରକୁ ଏକ ପ୍ରମୁଖ ସଫଳତା ଆଣିଦଇଛି । ସାରା ଭାରତରେ ଅନେକ ଗ୍ରାମରେ ରହିଥିବା ପାଣିର ସମସ୍ୟାକୁ ଜାଣି ଦୂର କରିପାରିଥିବା ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ସମାଜସେବୀ ନମ୍ରତା ଚଡ଼ା କହିଛନ୍ତି, ଯଦି ଗୋଟେ ସରକାର ସଫଳତା ପାଉଛି ସେଥିପାଇଁ ଜନତା ଦାୟୀ ଓ ଯଦି ସରକାର ବିଫଳତା ପାଉଛି ତେବେ ଜନତା ହିଁ ଦାୟୀ । ଏହା ସହ ସରକାର ପୂର୍ବ ପାଞ୍ଚ ବର୍ଷରେ ଯାହା କରିଛନ୍ତି ଆଉ ଯାହା ରହିଯାଇଛି ସେଗୁଡିକ କରିବା ପାଇଁ ଉଚିତ ସମୟ ମିଳିଛି । ସରକାର ତାହାର କାର୍ଯ୍ୟକାରୀ ପରିପାରିବେ ବୋଲି ଚଡ଼ା କହିଛନ୍ତି । ତେବେ ଦ୍ବିତୀୟ ପାଳିରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ପରେ ଦେଶବାସୀଙ୍କୁ ବିଭିନ କ୍ଷେତ୍ରରେ ସଫଳତା ମିଳିଛି । ଟ୍ରିପଲ ତଲାକ ଓ ମହିଳାଙ୍କ ଉପରେ ସୁରକ୍ଷାକୁ ନେଇ ମଧ୍ୟ ସଫଳତା ମିଳିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପ୍ରଥମ 100 ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଓ ପରିବର୍ତ୍ତନ ର ଶୁଭଦିନ, ସମାଜସେବୀ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱିତୀୟ ପର୍ଯ୍ୟାୟରେ 100 ଦିନରେ ପହଞ୍ଚିଛନ୍ତି। ଏହି ଭିତରେ ଅନେକ ସଫଳ ଓ ବିଫଳତା ଦେଇ ଆସିଛନ୍ତି ନରେନ୍ଦ୍ର ମୋଦି। 100 ଦିନ ରେ କିଭଲି ଭାବରେ ନରେନ୍ଦ୍ର ମୋଦି ସଫଳତାର ପାହାଚ ଚଢ଼ିଛନ୍ତଇ ସେନେଇ ସମାଜସେବୀଙ୍କ ଈଟିଭି ଭାରତ ସେମାନଙ୍କର ମତାମତ ନେଇଛି।

Body:ସମାଜସେବୀ ଜଗାଦା ନନ୍ଦ କହିଛନ୍ତି ନରେନ୍ଦ୍ର ମୋଦିଙ୍କ 100 ଦିନ ହେଉଛି ଅଗ୍ନି ପରୀକ୍ଷା ସହ ସମାନ। 100 ଦିନ ଭିତରେ ଜଣାପଡିଯାଏ କିଭଳି କାମ କରିବା ଆବଶ୍ୟକ ଓ କରିପାରୁଛି କି ନାଇଁ। ଜଗାଦା ନନ୍ଦ କହିଛନ୍ତି ଯେ ଗ୍ରାମ ମାନଙ୍କରେ ପାଣି ଯୋଜନା ର ସୁବିଧା ଏକ ସଫଳତା ଆଣିଦେଇଛି। ସାରା ଭାରତରେ ଅନେକ ଗ୍ରାମ ରେ ରହିଥିବା ପାଣି ର ସମସ୍ୟାକୁ ଚିହ୍ନିଲେ ଓ ସମସ୍ୟାକୁ ଦୁରକରିପାରିଛନ୍ତି।
ଯେପରି ପ୍ରଥମ ପର୍ଯ୍ୟାୟରେ ସ୍ଵଛ ଭାରତର ଆହ୍ୱାନ ଦେଇଥିଲେ ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜଳ ଅଭିଯାନର ଆହ୍ୱାନ ଦେଇଛନ୍ତି। କିନ୍ତୁ ଭାରତର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷପ ନେଇନାହାନ୍ତି ପ୍ରଧାନମନ୍ତ୍ରୀ। ଯାହାକି ଏହି 100 ଦିନ ମଧ୍ୟରେ ଏହା କରାଯିବ ବୋଲି ଆଶା କରାଯାଉଥିଲା ତାହାର ପ୍ରଭାବ ଦେଶ ଉପରେ ପଡିଛି ବୋଲି ଜଗାଦା ନନ୍ଦ।

ତେବେ ଅନ୍ୟପକ୍ଷରେ ସମାଜସେବୀ ନମ୍ରତା ଚଡ଼ା କହିଛନ୍ତି ଯେ ଯଦି ଗୋଟେ ସରକାର ସଫଳତା ପାଉଛି ସେଥିପାଇଁ ଜନତା ଦାୟୀ ଓ ଯଦି ସରକାର ବିଫଳତା ପାଉଛି ତେବେ ଜନତା ହିଁ ଦାୟୀ ବୋଲି କହିଛନ୍ତି ନମ୍ରତା ଚଡ଼ା। ଏହା ସହ ସରକାର ଙ୍କ ପୂର୍ବ ପାଞ୍ଚ ବର୍ଷ ମଧ୍ୟରେ ଯାହା କରିଛନ୍ତି ଆଉ ଯାହା ରହିଯାଇଛି ସେଗୁଡିକ କରିବା ପାଇଁ ଉଚିତ ସମୟ ମିଳିଛି ସରକାର କାର୍ଯ୍ୟକାରୀ ପରିପାରିବେ। ତେବେ ନରେନ୍ଦ୍ର ମୋଦି ଙ୍କ ଦ୍ୱିତୀୟ ସରକାର ଗଠନ ପରେ ବିଭିନ କ୍ଷେତ୍ରରେ ସଫଳତା ମିଳିଛି ଭାରତ ବାସୀଙ୍କୁ। ଟ୍ରିପଲ ତଲାକ ଓ ମହିଳା ଙ୍କ ଉପରେ ସୁରକ୍ଷାରେ କୁ ନେଇ ମଧ୍ୟ ସଫଳତା ପାଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.