ETV Bharat / city

କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ, 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ

କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ ପଡିଲା ମହଙ୍ଗା । 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ, 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ
କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ, 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ
author img

By

Published : Aug 29, 2020, 9:41 AM IST

ଭୁବନେଶ୍ବର: କୋଭିଡ ନିୟମ ଉଲଙ୍ଘନ କରି ହଟହଟା। ବାର୍ଥଡେ ପାର୍ଟି ବେଳେ ପୋଲିସ ମାରିଲା ଛାପା। ହୋଟେଲ ସିଲ ସହ ବାର୍ଥଡେ ପାର୍ଟି ପାଳନ କରୁଥିବା 25ଜଣଙ୍କୁ ଫାଇନ।

କୋଭିଡ ନିୟମ ନମାନି ବାର୍ଥଡେ ସେଲିବ୍ରେସନ, 25 ଜଣଙ୍କୁ ଫାଇନ ସହ ହୋଟେଲ ସିଲ କଲା ପ୍ରଶାସନ

ମଞ୍ଚେଶ୍ବର ଥାନା ଅଧିନରେ ଯାଉଥିବା ପୁରୀ କଟକ ବାଇପାସର ହୋଟେଲ ବାଇପାସ ଆଣ୍ଡ ରେଷ୍ଟୋରାଁରେ ବାର୍ଥଡେ ପାର୍ଟି ପାଳନ ହେଉଥିବା ସମୟରେ ବିଏମସି ପକ୍ଷରୁ ହୋଟେଲ ସିଲ କରାଯାଇଛି । ଏହାସହ 25 ଜଣଙ୍କ ଠାରୁ 500 ଲେଖାଏଁ ଫାଇନ ଆଦାୟ କରାଯିବା ସହ ହୋଟେଲ ମାଲିକ ପ୍ରଦୀପ କୁମାର ସାହୁଙ୍କ ଠାରୁ 10 ହଜାର ଫାଇନ କସିଛି ବିଏମସି ଓ କମିସନରେଟ ପୋଲିସ।

ସୂଚନା ଅନୁଯାୟୀ, କୋରୋନା ପାଇଁ କଟକଣା ଥିବାବେଳେ ହୋଟେଲରେ ବାର୍ଥଡେ ପାର୍ଟି ସେଲିବ୍ରେସନ କରୁଥିଲେ କିଛି ଯୁବକ। ମଦ ପିଇବା ସହ ସାମାଜିକ ଦୂରତା ନ ମାନି ନାଚଗୀତରେ ଥିଲେ ମସଗୁଲ। ଯାହାର ସୂଚନା ପାଇ ରେଡ କରିଥିଲେ ଉଭୟ କମିସନରେଟ ପୋଲିସ ଓ ବିଏମସି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.