ETV Bharat / city

579 ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା, ମିଳିଲା ସରକାରୀ ମଞ୍ଜୁରୀ

author img

By

Published : Nov 15, 2019, 1:47 PM IST

ରାଜ୍ୟରେ ମୋଟ 51,700ଟି ଗ୍ରାମ ରହିଛି। ଆଉ 579ଟି ଗାଁକୁ ରାଜସ୍ବ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ମଞ୍ଜୁରୀ। ସେହପରି 434ଟି ଗ୍ରାମର ରାଜସ୍ୱ ମାନ୍ୟତା ଆବେଦନକୁ ଖାରଜ କରାଯାଇଛି ବୋଲି ଜଣାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

579 ଗାଁକୁ ରାଜସ୍ବ କରିବାକୁ ସରକାର ଦେଲେ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟରେ ମୋଟ 51700ଟି ଗ୍ରାମ ରହିଛି। ଆଉ 579ଟି ଗାଁକୁ ରାଜସ୍ବ ଗ୍ରାମ କରିବାକୁ ସରକାରୀ ସ୍ତରରେ ମଞ୍ଜୁରୀ ମିଳିଛି। ସେହିପରି 434ଟି ଗାଁର ଆବେଦନକୁ ଖାରଜ କରାଯାଇଥିବା ଜଣାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

579 ଗାଁକୁ ରାଜସ୍ବ କରିବାକୁ ସରକାର ଦେଲେ ମଞ୍ଜୁରୀ

ଗୋଟିଏ ଗାଁରେ ମଶାଣି, ସ୍କୁଲ, ଗୋଚର ଜମି, ଆବଶ୍ୟକ ଜନସଂଖ୍ୟା, ବିକାଶ କାର୍ଯ୍ୟ କରିବାକୁ ନିର୍ଦ୍ଧିଷ୍ଟ ଦୂରତା ମଧ୍ୟରେ ଜାଗା ରହିଥିଲେ ତାହାକୁ ରାଜସ୍ବ ଗାଁ ଭାବେ ମଞ୍ଜୁରୀ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରେ ଖୋଲାଯିବ ସବ୍‌ଷ୍ଟେସନ। ଏନେଇ ବିଧାନସଭାକୁ ଅବଗତ କରିଛନ୍ତି ଶକ୍ତିମନ୍ତ୍ରୀ। ଅନ୍ୟପକ୍ଷରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୋଟ 157ଟି ପ୍ରସ୍ତାଵ ଆସିଛି। କେବିକେ ପାଇଁ ଅନେକ ପ୍ରସ୍ତାବ ରହିଛି। ଏହାସହ 1163 ଏକର ଜମି ଲ୍ୟାଣ୍ଡବ୍ୟାଙ୍କରେ ରହିଥିବା ମନ୍ତ୍ରୀ ଜଣାଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ପ୍ରଶ୍ନକାଳରେ ଆଜି ବିଭିନ୍ନ ବିଭାଗର ପ୍ରଶଗଣ ଉପରେ ଆଲୋଚନା ହୋଇଥିଲା। ରାଜ୍ୟରେ 51700 ରାଜସ୍ବ ଗ୍ରାମ ରହିଛି। 579 ଗାଁ କୁ ରାଜସ୍ବ କରିବାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 443 ଗାଁ ଆବେଦନ ଖାରଜ ହୋଇଛି। ରାଜସ୍ବ ଗ୍ରାମ କରିବାକୁ ଗୋଟିଏ ଗାଁ ରେ ମଶାଣି, ସ୍କୁଲ, ଗୋଚର ଜମି,ଜନସଂଖ୍ୟା, ବିକାଶ କାର୍ଯ୍ୟ କରିବାକୁ ନିର୍ଦ୍ଧିଷ୍ଟ ଦୂରତା ଭିତରେ ଜାଗା ରହିଥିଲେ ରାଜସ୍ବ ଗ୍ରାମ ମଞ୍ଜୁରୀ ଦେବେ ସରକାର। ସେହିପରି
ପ୍ରତି ନିର୍ବାଚନ ମଣ୍ଡଳୀରେ ଖୋଲାଯିବ ସବ ଷ୍ଟେସନ। ଏନେଇ ପ୍ରସ୍ତାବ ରହିଥିବା କହିଛନ୍ତି ଶକ୍ତିମନ୍ତ୍ରୀ। ବିଧାନସଭା ରେ ଏହି ଉତ୍ତର ରଖିଛନ୍ତି। ଅନ୍ୟପକ୍ଷରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୋଟ 157ଟି ପ୍ରସ୍ତାଵ ଆସିଛି। କେବିକେର ବି ଅନେକ ପ୍ରସ୍ତାବ ରହିଛି। 1163 ଏକର ଜମି ଲାଣ୍ଡବ୍ୟଙ୍କରେ ରହିଛି। Body:ବାଇଟ ସୁଦାମ ମାର୍ଣ୍ଡି, ରାଜସ୍ବ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.