ETV Bharat / city

ଅଭିନବ ଦୃଶ୍ୟ; ମକର ସଂକ୍ରାନ୍ତିରେ ପୂଜା ପାଇଲେ କନ୍ୟା - ପୂଜା ପାଇଲେ କନ୍ୟା

ମକର ସଂକ୍ରାନ୍ତିରେ ରାଜଧାନୀର ସ୍ଥାନୀୟ ୟୁନିଟ 6 ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ପିଲାମାନଙ୍କୁ ଭାରତୀୟ ସଂସ୍କୃତିର ରୀତିନୀତି ଅନୁସାରେ ନୂଆ ବସ୍ତ୍ର ପ୍ରଦାନ କରିବା ସହିତ ପୁଷ୍ପ, ଚନ୍ଦନ ଓ ଧୂପ ଦୀପ ଦିଆଯାଇ ବନ୍ଦାପନା କରାଯିବ ସହିତ ପୂଜାର୍ଚ୍ଚନା କରାଯାଇଛି। ଅଧିକ ଖବର ପଢନ୍ତୁ...

ଅଭିନବ ଦୃଶ୍ୟ; ମକର ସଂକ୍ରାନ୍ତିରେ ପୂଜା ପାଇଲେ କନ୍ୟା

author img

By

Published : Jan 15, 2020, 4:45 PM IST

ଭୁବନେଶ୍ବର: କନ୍ୟା ମାନେ ପରିବାର ତଥା ସମାଜର ପ୍ରଗତିର ମୁଖ୍ୟ ଅଙ୍ଗ। ଆଜିର ଦୁନିଆରେ ସେମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ କେତେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ମକର ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ସେମାନଙ୍କୁ ପୂଜା କରାଯାଇଛି।

ଅଭିନବ ଦୃଶ୍ୟ; ମକର ସଂକ୍ରାନ୍ତିରେ ପୂଜା ପାଇଲେ କନ୍ୟା

ରାଜଧାନୀର ସ୍ଥାନୀୟ ୟୁନିଟ 6 ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ପିଲାମାନଙ୍କୁ ଭାରତୀୟ ସଂସ୍କୃତିର ରୀତିନୀତି ଅନୁସାରେ ନୂଆ ବସ୍ତ୍ର ପ୍ରଦାନ କରିବା ସହିତ ପୁଷ୍ପ, ଚନ୍ଦନ ଓ ଧୂପ ଦୀପ ଦିଆଯାଇ ବନ୍ଦାପନା କରାଯିବ ସହିତ ପୂଜାର୍ଚ୍ଚନା କରାଯାଇଛି। ଏପରି ଅନେକ ଝିଅମାନେ ଆମ ସମାଜରେ ଅବହେଳିତ ଭାବରେ ରହୁଥିବା ବେଳେ ଏହାରି ମାଧ୍ୟମରେ ଯୋଡି ହୋଇ ସେମାନଙ୍କୁ ସଶକ୍ତ କରାଇବା ପାଇଁ ପ୍ରଚେଷ୍ଟା ବୋଲି କହିଛନ୍ତି ସମାଜସେବୀ ସୁଚିତ୍ର ଗୁପ୍ତା।

ସେହିପରି ଭାରତୀୟ ସଂସ୍କୃତି ଧୀରେ ଧୀରେ ଅବକ୍ଷୟ ହେବାକୁ ଯାଉଥିବା ବେଳେ ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ସେହି ଭାବଜାଗ୍ରତ କରାଇବା ଓ ଝିଅ ମାନଙ୍କ ମହତ୍ବ ଦୁନିଆ ଆଗରେ ପ୍ରକାଶ କରିବା ଏହାର ଆଭିମୁଖ୍ୟ ବୋଲି ଭୁବନେଶ୍ବର ଶିକ୍ଷା ମଣ୍ଡଳ ଅଧିକାରୀ ସସ୍ମିତା ମାଲି ପ୍ରକାଶ କରିଛନ୍ତି।

ରାଜ୍ୟ ଜବାହାର ବାଳ ମିଶନ ଓ ଭୁବନେଶ୍ବର ଶିକ୍ଷା ମଣ୍ଡଳ ପକ୍ଷରୁ ଏହି ଉତ୍ସବରେ 50 ଜଣ ଛାତ୍ରୀଙ୍କୁ ପୂଜା କରାଯାଇଥିବା ସ୍ବପନେନ୍ଦୁ ସାମନ୍ତରାୟ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କନ୍ୟାମାନେ ପରିବାର ତଥା ସମାଜର ପ୍ରଗତିର ମୁଖ୍ୟ ଅଙ୍ଗ।ଆଜିକାର ଦୁନିଆଁରେ ସେମାନଙ୍କ ପ୍ରତି ଅତ୍ୟାଚର ଓ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ କେତେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ମକର ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ସେମାନଙ୍କୁ ପୂଜା କରାଯାଇଛି।

Body:ସ୍ଥାନୀୟ ୟୁନିଟ 6 ବାଳିକା ବିଦ୍ୟାଳୟ ର ହଷ୍ଟେଲ ରେ ରହି ପଢ଼ୁଥିବା ପିଲାମାନଙ୍କୁ ଭାରତୀୟ ସଂସ୍କୃତି ର ରୀତି ନୀତି ଅନୁସାରେ ନୂଆ ବସ୍ତ୍ର ପ୍ରଦାନ କରିବା ସହିତ ପୁଷ୍ପ,ଚନ୍ଦନ ଓ ଧୂପ ଦୀପ ଦିଆଯାଇ ବନ୍ଦାପନା କରାଯିବ ସହିତ ପୂଜାର୍ଚ୍ଚନା କରାଯାଇଛି।ଏପରି ଅନେକ ଝିଅମାନେ ଆମ ସମାଜରେ ଅବହେଳିତ ଭାବରେ ରାହୁଥିବାବେଳେ ଏହାରି ମାଧ୍ୟମରେ ଯୋଡି ହୋଇ ସେମାନଙ୍କୁ ଶସକ୍ତକରାଇବା ପାଇଁ ପ୍ରଚେଷ୍ଟା ବୋଲି କହିଛନ୍ତି ସମାଜସେବୀ ସୁଚିତ୍ର ଗୁପ୍ତା।
ସେହିପରି ଭାରତୀୟ ସଂସ୍କୃତି ଧୀରେ ଧୀରେ ଅବକ୍ଷୟ ହେବାକୁ ଯାଉଥିବାବେଳେ ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ସେହି ଭାବ ଜାଗ୍ରତ କରାଇବା ଓ ଝିଅ ମାନଙ୍କ ମହତ୍ୱ ଦୁନିଆ ଆଗରେ ପ୍ରକାଶ କରିବା ଏହାର ଆଭିମୁଖ୍ୟ ବୋଲି ଭୁବନେଶ୍ବର ଶିକ୍ଷା ମଣ୍ଡଳ ଅଧିକାରୀ ସସ୍ମିତା ମାଲି ପ୍ରକାଶ କରିଛନ୍ତି।ରାଜ୍ୟ ଜବାହର ବାଳ ମିଶନ ଓ ଭୁବନେଶ୍ୱର ଶିକ୍ଷା ମଣ୍ଡଳ ପକ୍ଷରୁ ଏହି ଉତ୍ସବରେ 50 ଜଣା ଛାତ୍ରୀମାନଙ୍କୁ ପୂଜା କରାଯାଇଥିବା ସ୍ବପନେନ୍ଦୁ ସାମନ୍ତରାୟ ପ୍ରକାଶ କରିଛନ୍ତି।
ବାଇଟ-ସୁଚିତ୍ର ଗୁପ୍ତା-ସମାଜସେବୀ
ବାଇଟ-ସସ୍ମିତା ମାଲି-ଭୁବନେଶ୍ୱର ଶିକ୍ଷା ଅଧିକାରୀ

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.