ETV Bharat / city

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

author img

By

Published : Oct 14, 2019, 2:26 AM IST

ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂଜା ପେଣ୍ଡାଲ ସହ ଆଲୋକ ମାଳା ଝଲସି ଉଠୁଛି । ଧନଦୀତ୍ରୀ ମା' ଲଷ୍ମୀଙ୍କ ଆବାହନ ପାଇଁ ରବିବାର ରାତିରୁ ଆରମ୍ଭ ହୋଇଛି ପୂଜା ବିଧି ।

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜା ପରେ ଏବେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଗଜଲଷ୍ମୀ । ମା'ଙ୍କ ଆଗମନରେ ବେଶ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ ଭୁବନେଶ୍ବର ।

ଏନେଇ ବିଭିନ୍ନ ସ୍ଥାନରେ ପୂଜା ପେଣ୍ଡାଲ ସହ ଝଲସି ଉଠୁଛି ଆଲୋକମାଳା । ଧନଦାତ୍ରୀ ମା' ଲଷ୍ମୀଙ୍କ ଆବାହନ ପାଇଁ ରବିବାର ରାତିରୁ ଆରମ୍ଭ ହୋଇଛି ପୂଜା ବିଧି ।

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

ବେଲବରଣୀ ସହ ପୂଜା ଆରମ୍ଭ ହୋଇ ସାରିଥିଲା ବେଳେ ଢୋଲ-ମହୁରୀରେ ଦୁଲୁକୁଛି ସମସ୍ତ ପୂଜା ମଣ୍ଡପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବେଲ ବରଣୀ ସହ ଆରମ୍ଭ ହେଲା ମା ଗଜଲଷ୍ମୀ ଙ୍କ ପୂଜା।

ଶାରଦୀୟ ଦୁର୍ଗା ପୂଜା ପରେ ଏବେ ଧରାପୃଷ୍ଠା ରେ ମା ଗଜଲଷ୍ମୀ ଙ୍କ ଆଗମନ କରିଛନ୍ତି। ଆଉ ଏଥି ପାଇଁ ବେଶ ଉସବ ମୁଖର ହୋଇ ପଡିଛି ରାଜଧାନୀ ଭୁବନେଶ୍ବର। ସ୍ଥାନେ ସ୍ଥାନେ ମା ଙ୍କ ପାଇଁ ପୂଜା ପେଣ୍ଡାଲ ସହ ଆଲୋକ ମାଳା ଝଲସି ଉଠୁଛି। ଧନ ଧାତ୍ରୀ ମା ଲଷ୍ମୀ ଙ୍କ ଆବାହନ ପାଇଁ ଆଜି ରାତି ରୁ ଆରମ୍ଭ ହେଲାଣି ପୂଜା ବିଧି। ବେଲ ବରଣୀ ସହ ପୂଜା ଆରମ୍ଭ ହୋଇ ସାରିଥିଲା ବେଳେ ଢେଲ ମହୁରୀ, ରେ ଦୁଲୁକୁଛି ପୂଜା ମଣ୍ଡପ।Body:ବେଲ ବରଣୀ ସହ ଆରମ୍ଭ ହେଲା ମା ଗଜଲଷ୍ମୀ ଙ୍କ ପୂଜା।

ଶାରଦୀୟ ଦୁର୍ଗା ପୂଜା ପରେ ଏବେ ଧରାପୃଷ୍ଠା ରେ ମା ଗଜଲଷ୍ମୀ ଙ୍କ ଆଗମନ କରିଛନ୍ତି। ଆଉ ଏଥି ପାଇଁ ବେଶ ଉସବ ମୁଖର ହୋଇ ପଡିଛି ରାଜଧାନୀ ଭୁବନେଶ୍ବର। ସ୍ଥାନେ ସ୍ଥାନେ ମା ଙ୍କ ପାଇଁ ପୂଜା ପେଣ୍ଡାଲ ସହ ଆଲୋକ ମାଳା ଝଲସି ଉଠୁଛି। ଧନ ଧାତ୍ରୀ ମା ଲଷ୍ମୀ ଙ୍କ ଆବାହନ ପାଇଁ ଆଜି ରାତି ରୁ ଆରମ୍ଭ ହେଲାଣି ପୂଜା ବିଧି। ବେଲ ବରଣୀ ସହ ପୂଜା ଆରମ୍ଭ ହୋଇ ସାରିଥିଲା ବେଳେ ଢେଲ ମହୁରୀ, ରେ ଦୁଲୁକୁଛି ପୂଜା ମଣ୍ଡପ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.