ETV Bharat / city

ଧାରଣାରେ ଇତିଶ, ନିରଞ୍ଜନ ନିଲମ୍ବନ ଉଠିବା ନେଇ ଦାବି - congress itish pradhan agitation।

ଅଡ଼ି ବସିଲେ ଇତିଶ। ନିରଞ୍ଜନ ପଟ୍ଟନାୟକ ବିଦା ହେବା ନେଇ ଜୋର ଧରିଲା କଂଗ୍ରେସ ମେଳି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଧାରଣାରେ ଇତିଶ, ନିରଞ୍ଜନ ନିଲମ୍ବନ ଉଠିବା ନେଇ ଦାବି
ଧାରଣାରେ ଇତିଶ, ନିରଞ୍ଜନ ନିଲମ୍ବନ ଉଠିବା ନେଇ ଦାବି
author img

By

Published : Jan 17, 2020, 2:05 PM IST

ଭୁବନେଶ୍ବର: ପଦାରେ ପଡିଲା କଂଗ୍ରେସର ଅନ୍ତର୍ଦ୍ବନ୍ଦ। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ପୂର୍ବତନ ଛାତ୍ର ନେତା । ‘ନିରଞ୍ଜନ ହଟାଅ’ ନେଇ ଜୋର ଧରିଲା ବିରୋଧି ମେଳି। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଶହ ଶହ ଇତିଶ ସମର୍ଥକ ଧାରଣା ଦେଇଛନ୍ତି। ପିସିସି ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ରାଜନୀତି।

ଧାରଣାରେ ଇତିଶ, ନିରଞ୍ଜନ ନିଲମ୍ବନ ଉଠିବା ନେଇ ଦାବି

ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଅଗଣତାନ୍ତ୍ରିକ ପଦ୍ଧତିରେ ମୋତେ ନିଲମ୍ବନ କରାଯାଇଛି । ଦଳ ପାଇଁ ଅନେକ ବାର ଜେଲ ମଧ୍ୟ ଯାଇଛି । କଂଗ୍ରେସ ଭବନରେ ଥିବା ଛାତ୍ର କଂଗ୍ରେସ କୋଠରୀକୁ ଦୁଇ ଦିନ ହେବ ଜୋର ଜବରଦସ୍ତ ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ଇତିଶ ପ୍ରଧାନ । ଯଦି କେବେ ପିସିସି ସଭାପତି ନିଲମ୍ବିତ ହୁଅନ୍ତି, କ’ଣ କଂଗ୍ରେସ ଭବନରେ ତାଲା ଝୁଲିବ ବୋଲି ପ୍ରଶ୍ନ କରିଛନ୍ତି ଏହି ପୂର୍ବତନ ଛାତ୍ର ନେତା ଜଣଙ୍କ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ଅଡ଼ି ବସିଲେ ଇତିଶ, ନିରଞ୍ଜନ ବିଦା ହେବା ନେଇ ଜୋର ଧରିଲା କଂଗ୍ରେସ ମେଳି।

Body:କଂଗ୍ରେସ ରେ ଗୋଳିଆ ପାଣି,ପଦାରେ ପଡିଲା ଅନ୍ତର୍ଦ୍ୱନ୍ଦ।ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ଛାତ୍ର ନେତାଙ୍କ ଧାରଣା।ନିରଞ୍ଜନ ହଟାଅ ନେଇ ଜୋର ଧରିଲା ବିରୋଧୀ ମେଳି।ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ସହ ସହ ଇତିଶ ସମର୍ଥକ ଧାରଣାରେ ବସିଲେ।ପିସିସି ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ରାଜନୀତି।

ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି।ଅଗଣତାନ୍ତ୍ରିକ ପଦ୍ଧତିରେ ମୋତେ ନିଲମ୍ବନ କରାଯାଇଛି।ଦଳ ପାଇଁ ଅନେକ ବାର ଜେଲ ମଧ୍ୟ ଯାଇଛି।କଂଗ୍ରେସ ଭବନରେ ଥିବା ଛାତ୍ର କଂଗ୍ରେସ କୋଠରୀକୁ ଦୁଇ ଦିନ ହେବା ଜୋର ଜବରଦସ୍ତ ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ଇତିଶ।ଯଦି ମୁଁ ନିଲମ୍ବିତ ହେଲେ ଛାତ୍ର କଂଗ୍ରେସ କୋଠରୀକୁ ବନ୍ଦ କରି ଦିଆଯାଉଛି ,ଯଦି କେବେ ପିସିସି ସଭାପତି ନିଲମ୍ବିତ ହୁଅନ୍ତି ତେବେ କଣ କଂଗ୍ରେସ ଭବନରେ ତାଲା ଝୁଲିବ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଛାତ୍ର ନେତା ଇତିଶ ପ୍ରଧାନ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.