ETV Bharat / city

କୃଷ୍ଣ ଜନ୍ମଦିନ, ଧରା ପୃଷ୍ଠକୁ ଆସିଲେ ଦେବକୀ ନନ୍ଦନ - ପବିତ୍ର ଜନ୍ମାଷ୍ଟମୀ

ଶୁକ୍ରବାର ଥିଲା ପବିତ୍ର ଜନ୍ମାଷ୍ଟମୀ। ଏଥି ପାଇଁ ଗାଁଠାରୁ ସହର ପାର୍ବଣ ମୁଖର ହୋଇ ପଡିଥିବା ବେଳେ ସ୍ମାର୍ଟ ସିଟି ବି ବେଶ ଚଳଚଞ୍ଚଳ ହୋଇ ପଡିଥିଲା। ସକାଳୁ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପ୍ରତିକାତ୍ମକ ଫଟୋ
author img

By

Published : Aug 24, 2019, 3:41 AM IST

ଭୁବନେଶ୍ବର: ଅନ୍ତ ଘଟିଛି ସବୁ ପ୍ରତୀକ୍ଷାର। ଆଉ ଘଣ୍ଟାରେ ବାଜିଛି ରାତି 12। ବର୍ତ୍ତମାନ ସମୟରେ ଏହି ପବିତ୍ର ମୂହୁର୍ତ୍ତରେ ଘଣ୍ଟ ହୁଳହୁଳି ସହ ଧରାପୃଷ୍ଠକୁ ଆସିଛନ୍ତି ଦେବକୀ ନନ୍ଦନ। ଦୀର୍ଘ ସମୟ ଧରି ମର୍ତ୍ତ୍ଯଲୋକରେ ସମସ୍ତେ ତାଙ୍କ ଅବତରଣକୁ ଅପେକ୍ଷା କରି ବସିଥିଲେ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଆଜି ଥିଲା ପବିତ୍ର ଜନ୍ମାଷ୍ଟମୀ। ଏଥି ପାଇଁ ଗାଁଠାରୁ ସହର ପାର୍ବଣ ମୁଖର ହୋଇ ପଡିଥିବା ବେଳେ ସ୍ମାର୍ଟ ସିଟି ବି ବେଶ ଚଳଚଞ୍ଚଳ ହୋଇ ପଡିଥିଲା। ସକାଳୁ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ନିର୍ଦ୍ଧାରିତ ରାତି 12 ସମୟରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଛି। ଭଗବାନଙ୍କ ଜନ୍ମରେ ଭକ୍ତ ଭାବବିହ୍ବଳ ହୋଇପଡ଼ିଥିବା ବେଳେ ଆସନ୍ତାକାଲି ନନ୍ଦ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ପଡ଼ିଲାଣି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଘଣ୍ଟ ହୁଳହୁଳି ସହ ରାତି 12 ସମୟ ରେ ଧାରା ପୃଷ୍ଠ କୁ ଆସିଲେ ଦେବକୀ ନନ୍ଦନ।Body:ଘଣ୍ଟ ହୁଳହୁଳି ସହ ରାତି 12 ସମୟ ରେ ଧାରା ପୃଷ୍ଠ କୁ ଆସିଲେ ଦେବକୀ ନନ୍ଦନ।
ଆଜି ଥିଲା ପବିତ୍ର ଜନ୍ମାଷ୍ଟମୀ। ଏଥି ପାଇଁ ଗାଁ ଠାରୁ ସହର ପାର୍ବଣ ମୁଖର ହୋଇ ପଡି ଥିବା ବେଳେ ସ୍ମାର୍ଟ ସିଟି ବି ବେଶ ଚଳଚଞ୍ଚଳ ହୋଇ ପଡି ଥିଲା। ସକାଳୁ ଭୁବନେଶ୍ୱର ସ୍ତିତ ରାମ ମନ୍ଦିର ରେ ଭକ୍ତ ଙ୍କ ଭିଡ଼ ଦେଖିବା କୁ ମିଳିଥିବା ବେଳେ ନିର୍ଦ୍ଧାରିତ ରାତି 12 ସମୟ ରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଛି। ଭଗବାନ ଙ୍କ ଜନ୍ମ ରେ ଭକ୍ତ ଭାବବିଭେଳ ହୋଇ ପଡ଼ିଥିବା ବେଳେ କାଲି ସକାଳୁ ନନ୍ଦ ଉସଵ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ପଡ଼ିଲାଣି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.