ETV Bharat / city

ସତର୍କ ସଂକେତ ନଥିବା ଉଚ୍ଚ ଅଟ୍ଟାଳିକା ବିମାନ ପାଇଁ ବିପଦ - airport

ବିମାନବନ୍ଦର ଆଖ ପାଖରେ ଥିବା ସୁଉଚ୍ଚ ଅଟ୍ଟାଳିକାରେ ସତର୍କ ସଂକେତ ନଥିବା ବିମାନ ପାଇଁ ବିପଦପୂର୍ଣ । ସତର୍କ ସଂକେତ ଭାବରେ ଅଟାଳିକାରେ ଲାଲ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ...

airport
airport
author img

By

Published : Nov 11, 2021, 10:45 PM IST

ଭୁବନେଶ୍ବର: ବିମାନବନ୍ଦର ଆଖ ପାଖରେ ଥିବା ସୁଉଚ୍ଚ ଅଟ୍ଟାଳିକାରେ ସତର୍କ ସଂକେତ ନଥିବା ବିମାନ ପାଇଁ ବିପଦପୂର୍ଣ। ସତର୍କ ସଂକେତ ଭାବରେ ଅଟାଳିକାରେ ଲାଲ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ପ୍ରତି ବିପଦ ଡାକି ଆଣିବ ଉଚ୍ଚ ଅଟ୍ଟାଳିକା। ବିମାନବନ୍ଦରର ଆଖ ପାଖ ଅଞ୍ଚଳରେ ଥିବା ସୁଉଚ୍ଚ ଅଟାଳିକାରେ ନାହିଁ ସତର୍କ ସଂକେତ ଲାଲ ଲାଇଟ। ଏଥିପାଇଁ ଏହା ଲଗାଇବା ଜରୁରୀ ସର୍ଭିଲାନ୍ସ ନିରୀକ୍ଷଣ ସମୟରେ ଅଧିକାଂଶ ଅଟ୍ଟାଳିକାରେ ଲାଇଟ ଲାଗିନଥିବା ଜଣାପଡିଥିଲା। ଏପରିକି ଯେଉଁଠି ଲାଇଟ ରହିଛି ସେଠାରେ ମଧ୍ୟ ଲାଇଟ ଅନ୍ଧାରରେ ରହୁଛି। ଯାହା ବିମାନ ଚାଳଚଳ ପ୍ରତି ବିପଦ ସୃଷ୍ଟି କରିପାରେ। ତେବେ ଏହାକୁ ନେଇ ଏବେ ଏହାକୁ ନେଇ ଏବେ ପଦକ୍ଷେପ ନିଆଯାଉଛି ।

Photo
ସତର୍କ ସଂକେତ ନଥିବା ଉଚ୍ଚ ଅଟ୍ଟାଳିକା ବିମାନ ପାଇଁ ବିପଦ

ଯାହା ଫଳରେ ବିମାନ ଦୁର୍ଘଟଣା ଘଟିବାରେ ସମ୍ଭାବନା ଅଧିକ ରହିଛି। ବିମାନ ଚଳାଚଳ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହି ନିୟମ ଅନୁସାରେ ଉଚିତ ପଦକ୍ଷପ ନେବା ଆବଶ୍ୟକ । ଏହାସହ ଡାଇରେକ୍ଟର ଅଫ ଜେନେରାଲ ଅଫ ସିଭିଲ ଆଭିଏସନ ଗାଇଡଲାଇନ ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.