ଭୁବନେଶ୍ବର: ଦୂର ହେଲା ବାତ୍ୟା ଭୟ । ବାତ୍ୟା ‘ଅସାନି’ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅସାନି ବୁଧବାର ସଂନ୍ଧ୍ୟାରୁ ବିଶାଖାପାଟଣା ନିକଟରେ ସ୍ଥଳ ଭାଗ ଛୁଇଁଛି ।
-
ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ #ଅବପାତ ରେ ପରିଣତ ହୋଇଛି l ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା ରହିଛି | pic.twitter.com/GjOAII6JrQ
— Meteorological Centre, Bhubaneswar (@mcbbsr) May 12, 2022 " class="align-text-top noRightClick twitterSection" data="
">ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ #ଅବପାତ ରେ ପରିଣତ ହୋଇଛି l ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା ରହିଛି | pic.twitter.com/GjOAII6JrQ
— Meteorological Centre, Bhubaneswar (@mcbbsr) May 12, 2022ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ #ଅବପାତ ରେ ପରିଣତ ହୋଇଛି l ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା ରହିଛି | pic.twitter.com/GjOAII6JrQ
— Meteorological Centre, Bhubaneswar (@mcbbsr) May 12, 2022
ଏହା କ୍ରମଶଃ ଦୁର୍ବଳ ହୋଇଛି । ଏହାର କୌଣସି ପ୍ରଭାବ ଓଡିଶା ଉପରେ ରହିବନାହିଁ । ଫଳରେ ରାଜ୍ୟରେ ଆଜିଠାରୁ ପାଗ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ