ETV Bharat / city

ରାଜ୍ୟରେ 90 ନୂଆ ପଜେଟିଭ୍‌ ଚିହ୍ନଟ, ସଂଖ୍ୟା 2478କୁ ବୃଦ୍ଧି

author img

By

Published : Jun 4, 2020, 11:57 AM IST

ରାଜ୍ୟରେ ଆଉ 90ଟି ନୂଆ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି ।

covid 19 update
ରାଜ୍ୟରେ 90 ନୂଆ ପଜେଟିଭ୍‌ ଚିହ୍ନଟ, ସଂଖ୍ୟା 2478କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି 13 ଟି ଜିଲ୍ଲାରେ 90 କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2478 ରେ ପହଞ୍ଚିଛି ।

ନୂଆ 90 ଆକ୍ରାନ୍ତଙ୍କ ମଧ୍ୟରେ 79 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 11 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 22 ଜଣ, ଖୋର୍ଦ୍ଧାର 25, ଭଦ୍ରକର 9, କଟକର 5, ପୁରୀର 2, ନୟାଗଡର 7, ସୁନ୍ଦରଗଡର 5, ଢେଙ୍କାନାଳର 10 ଓ ବାଲେଶ୍ବର, ଅନୁଗୋଳ, କଳାହାଣ୍ଡି, ସମ୍ବଲପୁର,ବରଗଡର ଜଣେ ଲେଖାଁଏ ଅଛନ୍ତି ।

ସେପଟେ 1416 ଜଣ ସୁସ୍ଥ ହୋଇଥିବାବେଳେ 7 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ 1053ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.