ETV Bharat / city

କୋରାନା ଭୟ: ରେସ୍ତୋରାଁ ସିଲ କଲା ବିଏମସି

author img

By

Published : Mar 21, 2020, 3:50 AM IST

ଭୁବନେଶ୍ବରରେ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଥିଲା। ହେଲେ ୟୁନିଟ ୪ରେ ଥିବା ଏକ ରେସ୍ତୋରାଁରେ କୌଣସି ନିୟମ ପାଳନ କରୁନଥିଲା। ସେହି ଆଧାରରେ ବିଏମସି ସିଲ କରିଛି ।

ରେଷ୍ଟୁରାଣ୍ଟ ସିଲ କଲା ବିଏମସି
ରେଷ୍ଟୁରାଣ୍ଟ ସିଲ କଲା ବିଏମସି

ଭୁବନେଶ୍ବର: କୋରୋନା ଏସଓପି ଅବମାନନା ନେଇ ରେସ୍ତୋରାଁକୁ ସିଲ କଲା ବିଏମସି। କୋରୋନା ସଂକ୍ରମଣ ପ୍ରତିହତ କରିବାକୁ ବିଏମସି ପକ୍ଷରୁ ଯଥା ସାଧ୍ୟ ଚେଷ୍ଟା ଜାରି ରହିଛି । ସେହି ଆଧାରରେ ଶୁକ୍ରବାର ଭୁବନେଶ୍ବର ୟୁନିଟ ୪ରେ ଥିବା ଏକ ରେସ୍ତୋରାଁକୁ ବିଏମସି ସିଲ କରିଛି।

ରେଷ୍ଟୁରାଣ୍ଟ ସିଲ କଲା ବିଏମସି

ରେସ୍ତୋରାଁରେ ସ୍ବଚ୍ଛ-ପରିମଳ ବ୍ୟବସ୍ଥା ନାହିଁ, ଏସଓପି ପାଳନ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ। ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, କୋରୋନା ନେଇ ଭୁବନେଶ୍ବରରେ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଥିଲା। ହେଲେ ଏହି ରେସ୍ତୋରାଁରେ କୌଣସି ନିୟମ ପାଳନ କରାଯାଉନାହିଁ। ଆବଶ୍ୟକୀୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏହାକୁ ସିଲ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.