ETV Bharat / city

ରାଜ୍ୟରେ ସୁସ୍ଥ ସଂଖ୍ୟା 4 ହଜାର ପାର, ନୂଆ ସୁସ୍ଥ ହେଲେ 135 - corona recovery very fast in odisha

ବୁଧବାର ରାଜ୍ୟରେ 135 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ରାଜ୍ୟରେ ମୋଟ 4123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ସୁସ୍ଥ ସଂଖ୍ୟା 4 ହଜାର ପାର, ନୂଆ ସୁସ୍ଥ ହେଲେ 135

author img

By

Published : Jun 24, 2020, 7:29 PM IST

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ସଂଖ୍ୟା 4 ହଜାର ପାର, ନୂଆ ସୁସ୍ଥ ହେଲେ 135 । ବୁଧବାର ରାଜ୍ୟରେ 135 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ରାଜ୍ୟରେ ମୋଟ 4123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦିନକୁ ଦିନ ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 17 ଟି ଜିଲ୍ଲାରେ 135 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ଏଠାରେ ସୁସ୍ଥ ସଂଖ୍ୟା 49 ରହିଛି । ସେହିପରି ଖୋର୍ଦ୍ଧାରେ 19, କଳାହାଣ୍ଡି 16, ଜଗତସିଂହପୁର 14, ବାଲେଶ୍ବର 7, କଟକ 6, ଅନୁଗୋଳ ଯାଜପୁର ଓ ପୁରୀରେ 4 ସୁସ୍ଥ ହୋଇଥିବା ଖବର ଆସିଛି ।

ସେପଟେ ସୁନ୍ଦରଗଡରେ 3, କେନ୍ଦୁଝର କେନ୍ଦ୍ରାପଡା 2, ବରଗଡ ଭଦ୍ରକ ଝାରସୁଗୁଡ଼ା ମୟୂରଭଞ୍ଜ ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 4123 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.