ETV Bharat / city

ଆଜି ରାଜ୍ୟରେ 63 ସଂକ୍ରମିତ ଚିହ୍ନଟ

author img

By

Published : Feb 18, 2021, 2:15 PM IST

ରାଜ୍ୟରେ କମୁଛି କୋରୋନା ପ୍ରକୋପ । ଆଜି ରାଜ୍ୟରେ 63ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 63 ସଂକ୍ରମିତ ଚିହ୍ନଟ
ଆଜି ରାଜ୍ୟରେ 63 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମୁଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ 63 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 39ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 24 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ବରୁ 4ଜଣ, ବରଗଡରୁ 7ଜଣ, ଭଦ୍ରକରୁ 2ଜଣ,ବୌଦ୍ଧରୁ1,କଟକରୁ 1,ଦେଓଗଡରୁ 1, ଜଗତସିଂହପୁରରୁ 1, ଯାଜପୁରରୁ 4 ଜଣ, ଝାରସୁଗୁଡାରୁ 6 ଜଣ, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 2ଜଣ,ଖୋର୍ଦ୍ଧାରୁ 6 ଜଣ,କୋରାପୁଟରୁ 1,ମୟୂରଭଞ୍ଜରୁ 1,ନୂଆପଡାରୁ 3ଜଣ,ପୁରୀରୁ 4ଜଣ ଓ ରାୟଗଡାରୁ 1 ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ 3 ଲକ୍ଷ 36 ହଜାର 460ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 33ହଜାର 788ଜଣ । ଏବେ ସୁଦ୍ଧା ରାଜ୍ୟରେ 706ଟି ସକ୍ରିୟ ମାମଲା ରହିଛି । ଏବେ ରାଜ୍ୟରେ ମୋଟ 8100749 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.