ETV Bharat / city

ରାଜଧାନୀରେ ଖସୁଛି କୋରୋନା ଗ୍ରାଫ, ଆଜି 281 ପଜେଟିଭ ଚିହ୍ନଟ

ଆଜି(ମଙ୍ଗଳବାର) ଭୁବନେଶ୍ବରରୁ 281 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର ଛୁଇଁଛି ।

covid positive identified today
ଆଜି 281 ପଜେଟିଭ ଚିହ୍ନଟ
author img

By

Published : Oct 13, 2020, 5:21 PM IST

ଭୁବନେଶ୍ବର: ଧିରେ ଧିରେ ରାଜଧାନୀରେ କମୁଛି କୋରୋନା ସଂକ୍ରମଣ । ଆଜି(ମଙ୍ଗଳବାର) ଭୁବନେଶ୍ବରରୁ 281 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର ଛୁଇଁଛି ।

ଏପଟେ ରାଜଧାନୀରେ ଆଜି 315 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 89 ଚିହ୍ନଟ କରାଯାଇ ଥିବାବେଳେ ଲୋକାଲ ସଂକ୍ରମଣ 192 ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଥିବା ଦେଖାଯାଉଛି। ଏପଟେ ଭୁବନେଶ୍ବରେ ମୋଟ ମୃତକଙ୍କ ସଂଖ୍ୟା 122 ଛୁଇଁଛି ।

ତେବେ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ ହେଇଥିବା 89 ଜଣଙ୍କ ମଧ୍ୟମରେ 4 ଜଣ ୟୁନିଟ-8 ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ 6 ଜଣ ଚିନ୍ତାମଣିଶ୍ବର, 5 ଜଣ ଆଚାର୍ଯ୍ୟ ବିହାର, 4 ଜଣ ଖଣ୍ଡଗିରି, 5 ଜଣ ଆଇ ଆର ସିଭିଲେଜ, 7 ଜଣ ପଟିଆ, 5 ଜଣ ନୀଳାଦ୍ରି ବିହାର, 3 ଜଣ ନନ୍ଦନବିହାର ଆଦି ଅଞ୍ଚଳରୁ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ 192 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ 8 ଜଣ ବିଜେବି ନଗର, 6 ଜଣ ବରମୁଣ୍ଡା, 3 ଜଣ ବରଗଡ, 3 ଜଣ ଡୁମଡୁମା, 4 ଜଣ ଘାଟିକିଆ, 9 ଜଣ ଚନ୍ଦ୍ରଶେଖରପୁର, 7 ଜଣ ଖଣ୍ଡଗିରି, 4 ଜଣ ୟୁନିଟ 6, 4 ଜଣ ୟୁନିଟ 9, 7 ଜଣ ପାତ୍ରପଡା, 8 ଜଣ ପଟିଆ, 8 ଜଣ ଝରପଡ଼ା, 7 ଜଣ ନୟାପଲ୍ଲୀ, 5 ଜଣ ଲକ୍ଷ୍ମୀସାଗର, 5 ଜଣ ସହିଦ ନଗର, 5 ଜଣ ଶୈଳେଶ୍ରୀ ବିହାର, 8 ଜଣ ଚିନ୍ତାମଣିଶ୍ବର, 4 ଜଣ ସୁନ୍ଦରପଦା ଆଦି ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 26,016 ପହଞ୍ଚିଥିବାବେଳେ 22,525 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେସୁଦ୍ଧା 3,348 ସକ୍ରିୟ ମାମଲା ଚିକିତ୍ସାଧିନ ଅଛନ୍ତି । ଏହାସହ 122 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.