ETV Bharat / city

ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ପୁଣି ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ । ରାଜ୍ୟର ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଆସିଛି ହାଇକମାଣ୍ଡଙ୍କ ଡାକରା । ସର୍ବଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ରୁଦ୍ର ରାଜୁ ବିଧାୟକଙ୍କୁ ଦିଲ୍ଲୀରେ ଆସିବା ପାଇଁ ଫୋନ ଆସିଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ
ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ
author img

By

Published : Jun 21, 2022, 9:45 PM IST

ଭୁବନେଶ୍ବର: ପୁଣି ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ । ରାଜ୍ୟର ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଆସିଛି ହାଇକମାଣ୍ଡଙ୍କ ଡାକରା । ସର୍ବଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ରୁଦ୍ର ରାଜୁ ବିଧାୟକଙ୍କୁ ଦିଲ୍ଲୀରେ ଆସିବା ପାଇଁ ଫୋନ ଆସିଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ଏହାକୁ ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ସମସ୍ତ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି। କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ଦ୍ୱାରା ହଇରାଣ କରୁଛନ୍ତି ।

ତେବେ ଇଡିର ନୋଟିସକୁ ନେଇ ଏଆଇସିସି ସମସ୍ତ ସାଂସଦ, ବିଧାୟକ ସମେତ ଟପ ଲିଡର ମାନଙ୍କୁ ନେଇ କେନ୍ଦ୍ର ସରକାର ବିରୋଧରେ ଲଢେଇ କରିବା ପାଇଁ ପ୍ରସ୍ତୁତ ହେବ ରଣନୀତି । ଏହାସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ନିର୍ବାଚନ ପ୍ରସଙ୍ଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟରେ କିଭଳି ସଂଗଠନକୁ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.