ETV Bharat / city

ମାଗଣା ଟିକା ଦେବା ନେଇ ଦାବି କଲେ ବିରୋଧୀ - କଂଗ୍ରେସ ନେତା ପ୍ରଦୀପ ମାଝୀ

ମାଗଣା ଟିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ଆମ ରାଜ୍ୟ ସରକାର ବି ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ କହିଲେ ପିସିସି କାର୍ଯ୍ୟକାରୀ ସଭାପତି । ଅଧିକ ପଢନ୍ତୁ...

congress leader pradeep majhi reaction on free vaccination
ମାଗଣା ଟିକା ଦେବା ନେଇ ଦାବି କଲେ ବିରୋଧୀ
author img

By

Published : Apr 22, 2021, 6:35 PM IST

ଭୁବନେଶ୍ବର: ମାଗଣା ଟିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ରାଜ୍ୟର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମାଗଣା ଟୀକା ଯୋଗାଇ ଦେବାକୁ ଦାବି କଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅନ୍ୟ ରାଜ୍ୟ ସରକାର ମାଗଣା ଟିକା ଯୋଗାଇବାକୁ ନିଷ୍ପତ୍ତି ନେଇ ସାରିଲେଣି । ଆମ ରାଜ୍ୟ ସରକାର ବି ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ ।

ମାଗଣା ଟିକା ଦେବା ନେଇ ଦାବି କଲେ ବିରୋଧୀ

ଓଡିଶା ଏକ ଗରିବ ରାଜ୍ୟ । ତେଣୁ ସମସ୍ତଙ୍କୁ ଟୀକା ଯୋଗାଇ ଦେବାକୁ ସରକାର ଘୋଷଣା କରନ୍ତୁ । ପ୍ରଧାନମନ୍ତ୍ରୀ ବି ଏନେଇ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ବିଜେପି ଶାସିତ ରାଜ୍ୟ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିସାରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.