ETV Bharat / city

୩୦ରେ ଶିଶୁଙ୍କୁ ଦିଆଯିବ ନିମୋନିଆ ଟିକା

author img

By

Published : Jun 25, 2021, 7:29 AM IST

ଆସନ୍ତା ୩୦ରେ ଶିଶୁଙ୍କୁ ନିମୋନିଆ ଟିକା ଦିଆଯିବ। ଏନେଇ ବିଶ୍ବସ୍ତରୀୟ ନିମୋକୋକାଲ୍ କଞ୍ଜୁଗେଟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଵାକୁ ଯାଉଛି। ଅଧିକ ପଢନ୍ତୁ...

children will take pneumonia vaccine on 30th june
୩୦ରେ ଶିଶୁଙ୍କୁ ଦିଆଯିବ ନିମୋନିଆ ଟିକା

ଭୁବନେଶ୍ବର: ଆସନ୍ତା ୩୦ରେ ଶିଶୁଙ୍କୁ ନିମୋନିଆ ଟିକା ଦିଆଯିବ। ଏନେଇ ବିଶ୍ବସ୍ତରୀୟ ନିମୋକୋକାଲ୍ କଞ୍ଜୁଗେଟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଵାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଏହି ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉନ୍ମୋଚନ କରିଵେ।

ଭର୍ଚୁଆଲ ମୋଡ଼ରେ ହେଵାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସିଡିଏମଓ, ପିଏଚଓ ଉପସ୍ଥିତ ରହିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠ ଲେଖି ଜଣାଇଛନ୍ତି। ଏହାବ୍ୟତୀତ ପ୍ରୋଟୋକଲ ଅନୁସାରେ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୩ରୁ ୫ ଓ ଦେଢ଼ବର୍ଷ ପିଲାମାନଙ୍କୁ ଏହି ଟିକା ଦିଆଯିବ । ସେଥିପାଇଁ ଜନସଚେତନତା କାର୍ଯ୍ୟକ୍ରମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.