ETV Bharat / city

‘2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା’ - ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମ

2030 ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ କରାଯିବ । ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଏସମ୍ପର୍କରେ ଅଧିକ ପଢନ୍ତୁ...

2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା: ଟୁକୁନି ସାହୁ
author img

By

Published : Oct 24, 2019, 7:28 PM IST

ଭୁବନେଶ୍ବର: 2030 ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ କରାଯିବ । ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗୁରୁବାର ଭୁବନେଶ୍ବରରେ ଆୟୋଜିତ ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଏହାସହ ବର୍ତ୍ତମାନ ରାଜ୍ୟରେ 21.3 ପ୍ରତିଶତ ବାଲ୍ୟବିବାହ ହେଉଥିବା ରିପୋର୍ଟ ଆସିଛି । ଯାହାକି ସାରା ଭାରତ ତୁଳନାରେ 5 ପ୍ରତିଶତ କମ ରହିଛି ।

2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା: ଟୁକୁନି ସାହୁ

ବାଲ୍ୟ ବିବାହ ଅଟକାଇବା ପାଇଁ ଏକ ଷ୍ଟ୍ରାଟେଜି ଆକ୍ସନ ପ୍ଲାନ ତିଆରି କରାଯାଇଛି । ବିଭିନ୍ନ ସଚେତନତା ମାଧ୍ୟମରେ ବାଲ୍ୟ ବିବାହକୁ ରୋକାଯିବ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତିର ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:2030 ଶୁଦ୍ଧା ସାରା ରାଜ୍ୟ କୁ ବାଲ୍ୟ ଵିବାହ ମୁକ୍ତ କରାଯିବା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଆଜି ଭୁବନେଶ୍ୱର ରେ ଆୟୋଜିତ ହୋଇ ଥିବା ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମ ରେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ଏହା ସହ ବର୍ତ୍ତମାନ ରାଜ୍ୟ ରେ 21.3 ପ୍ରତିଶତ ବାଲ୍ୟ ବିବାହ ହେଉଥିବାର ରିପୋର୍ଟ ଆସିଛି। ଯାହାକି ସାରା ଭାରତ ର ତୁଳନା ରେ 5 ପ୍ରତିଶତ କମ ରହିଛି। ଖାଲି ଯେ ଝିଅ ଙ୍କ ବାଲ୍ୟ ବିବାହ ଖାଲି ରେକା ଜୀବନ ପୁଅ ମାନଙ୍କ ବାଲ୍ୟ ବିବାହ ବି ରେକାଯିବ। ଯାହା ପାଇଁ ଏକ ଷ୍ଟାଟିଜ ଏକସନ ପ୍ଲାନ ତିଆରି କରାଯାଇଛି। ବିଭିନ୍ନ ସଚେତନତା ମାଧ୍ୟମରେ ବାଲ୍ୟ ବିବାହ କୁ ରେକାଯିବ ବୋଲି ମଧ୍ୟ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଟୁକୁନି ସାହୁ, ସହିତ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ର ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Body:2030 ଶୁଦ୍ଧା ସାରା ରାଜ୍ୟ କୁ ବାଲ୍ୟ ଵିବାହ ମୁକ୍ତ କରାଯିବା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଆଜି ଭୁବନେଶ୍ୱର ରେ ଆୟୋଜିତ ହୋଇ ଥିବା ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମ ରେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ଏହା ସହ ବର୍ତ୍ତମାନ ରାଜ୍ୟ ରେ 21.3 ପ୍ରତିଶତ ବାଲ୍ୟ ବିବାହ ହେଉଥିବାର ରିପୋର୍ଟ ଆସିଛି। ଯାହାକି ସାରା ଭାରତ ର ତୁଳନା ରେ 5 ପ୍ରତିଶତ କମ ରହିଛି। ଖାଲି ଯେ ଝିଅ ଙ୍କ ବାଲ୍ୟ ବିବାହ ଖାଲି ରେକା ଜୀବନ ପୁଅ ମାନଙ୍କ ବାଲ୍ୟ ବିବାହ ବି ରେକାଯିବ। ଯାହା ପାଇଁ ଏକ ଷ୍ଟାଟିଜ ଏକସନ ପ୍ଲାନ ତିଆରି କରାଯାଇଛି। ବିଭିନ୍ନ ସଚେତନତା ମାଧ୍ୟମରେ ବାଲ୍ୟ ବିବାହ କୁ ରେକାଯିବ ବୋଲି ମଧ୍ୟ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଟୁକୁନି ସାହୁ, ସହିତ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ର ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.