ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ ତଥା ଦଶହରା । ନଅ ଦିନ ଧରି ଧରାପୃଷ୍ଠରେ ମା’ଙ୍କ ନବରାତ୍ରୀ ପୂଜା ପରେ ଆଜି ଦଶଭୂଜାରେ ଦର୍ଶନ ଦେଉଛନ୍ତି । ଏନେଇ ସମସ୍ତ ପୀଠରେ ମନ୍ତ୍ରପାଠରେ ପ୍ରକମ୍ପତି ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା'ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #Dussehra2020 pic.twitter.com/QqsvWM4LeE
— Naveen Patnaik (@Naveen_Odisha) October 26, 2020 " class="align-text-top noRightClick twitterSection" data="
">ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା'ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #Dussehra2020 pic.twitter.com/QqsvWM4LeE
— Naveen Patnaik (@Naveen_Odisha) October 26, 2020ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା'ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #Dussehra2020 pic.twitter.com/QqsvWM4LeE
— Naveen Patnaik (@Naveen_Odisha) October 26, 2020
ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମା’ ଦୁର୍ଗାଙ୍କ ଆଶୀର୍ବାଦରରୁ ପ୍ରତି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ଆଜି ସମସ୍ତ ପୂଜା ମଣ୍ଡପରେ ଦଶମୀ ପୂଜାର୍ଚ୍ଚନା କରାଯାଉଛି । କୋରୋନା ସଂକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କେବଳ ପୂଜା କରାଯାଉଥିବାବେଳେ ମା’ଙ୍କ ଦର୍ଶନ କରିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅସତ୍ୟ ଉପରେ ସତ୍ୟ ଜୟ ଓ ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରତିବର୍ଷ ବିଜୟା ଦଶମୀରେ ରାବଣରେ ପୋଡି ଉତ୍ସବ କରାଯାଇଥାଏ । ତେବେ ଚଳିତ ବର୍ଷ ତାହା ମଧ୍ୟ ଫିକା ପଡିପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ