ETV Bharat / city

Vegetable Price: ଆଜିର ପନିପରିବା ଦର

author img

By

Published : Oct 1, 2022, 9:00 AM IST

ଆଜି କେଉଁଠି କେତେ ରହିଛି ପରିବା ଦର । ମାର୍କେଟ ଯିବା ପୂର୍ବରୁ ଜାଣି ନିଅନ୍ତୁ ଆଜି ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ପନିପରିବା ଦର । ପରିବା ଦର ନିମ୍ନରେ ଦିଆଗଲା ।

check vegetable price in odisha market today
Vegetable Price: ଆଜିର ପନିପରିବା ଦର

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ଉଚ୍ଚା ପରିବା ଦରକୁ ନେଇ ପେଶି ହେଉଛନ୍ତି ଗ୍ରାହକ । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । କଟକରେ ଆଜିର ପୂର୍ବ ଅପେକ୍ଷା ପରିବ ଦର କମ ରହିଛି। ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.