ETV Bharat / city

ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ

ଖୁବଶୀଘ୍ର କମିଶନରେଟ ପୋଲିସରେ ହେବାକୁ ଯାଉଛି ଆଇଆଇସି ସ୍ତରରେ ଅଦଳବଦଳ । ଅର୍ଥାତ କମିଶନରେଟରେ ଥିବା ସମସ୍ତ ଥାନା ସ୍ତରରେ ହେବ ଥାନାଧିକାରୀଙ୍କ ଅଦଳବଦଳ । ଅଧିକ ଖବର ପଢନ୍ତୁ...

author img

By

Published : Aug 4, 2020, 9:06 PM IST

ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ
ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ

ଭୁବନେଶ୍ବର: ଖୁବଶୀଘ୍ର କମିଶନରେଟ ପୋଲିସରେ ହେବାକୁ ଯାଉଛି ଆଇଆଇସି ସ୍ତରରେ ଅଦଳବଦଳ । ଅର୍ଥାତ କମିଶନରେଟରେ ଥିବା ସମସ୍ତ ଥାନା ସ୍ତରରେ ହେବ ଥାନାଧିକାରୀଙ୍କ ଅଦଳବଦଳ । ଏନେଇ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବାହାରୁ କିଛି ଆଇଆଇସି କମିଶନରେଟକୁ ବଦଳି ହୋଇଥିବା ବେଳେ କମିଶନରେଟରୁ ମଧ୍ୟ କିଛିଙ୍କୁ ଜିଲ୍ଲା ବାହାରକୁ ଟ୍ରାନ୍ସଫର କରାଯାଇଛି । ସେହି କ୍ରମରେ ନିର୍ଦ୍ଦେଶ ମୁତାବକ ସମସ୍ତ ଆଇଆଇସି ହେଡକ୍ବାର୍ଟରରେ ଯୋଗଦେଇ ସାରିଛନ୍ତି ହେଲେ ଥାନା ଚାର୍ଜ ମିଳିନାହିଁ ।

ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ
ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ
ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ
ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ

ଫଳରେ ଖାଲିପଡିଛି ନନ୍ଦନକାନନ, ଧଉଳି ଓ ତମାଣ୍ଡୋ ଭଳି ଥାନାର ଥାନାବାବୁ ପଦ । ଏନେଇ ଖୁବଶୀଘ୍ର ଅଦଳବଦଳ ହେଲେ ଥାନାର ଥାନାଧିକାରି ଭାବେ ଚାର୍ଜ ନେବେ କମିଶନରେଟରେ ନିଯୁକ୍ତି ପାଇଥିବା ଅଫିସର । ତେବେ ରାଜଧାନୀର ଥାନାକୁ ନେଇ ଏବୋ ଚର୍ଚ୍ଚା ହେଉଥିବା ବେଳେ କଟକର ଥାନା ପାଇଁ ଭୁବନେଶ୍ବରରୁ କିଛି ଇନସ୍ପେକ୍ଟର ଯିବାକୁ ଇଛୁକ ।

ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ
ଖୁବଶୀଘ୍ର ଆଇଆଇସି ସ୍ତରରେ ହେବ ଅଦଳବଦଳ

ତେବେ ପୁରୀରୁ ଫେରିଥିବା ଇନସ୍ପେକ୍ଟର ଶରତ ସାହୁଙ୍କୁ ନୟାପଲ୍ଲୀ ଥାନା ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଆରପିରୁ ଫେରିଥିବା ଭରତ ସାହୁଙ୍କୁ ଲକ୍ଷ୍ମୀସାଗର ଥାନା ମିଳିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦୀପକ ମିଶ୍ରଙ୍କୁ ସହୀଦ ନଗର ଓ ଦୟା ନାୟକଙ୍କୁ ମଞ୍ଚେଶ୍ବର ଥାନାର ଚାର୍ଜ ମିଳିବା ନେଇ ପୋଲିସ ମହଲରେ ଚର୍ଚ୍ଚା ଜୋର ଧରିଛି । ସେହିପରି କଟକର ବିଭିନ୍ନ ଥାନାରେ ମଧ୍ୟ ଥାନା ସ୍ତରରେ ନୂଆ ଇନସ୍ପେକ୍ଟରଙ୍କ ଦାୟିତ୍ବ ମିଳିବା ନେଇ ନୋଟିଫିକେସନ ବାହାରିବାର ସମ୍ଭାବନା ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.