ETV Bharat / city

କୋଭିଡ ମୁକାବିଲା ପାଇଁ 2ୟ କିସ୍ତି ଦେଲା କେନ୍ଦ୍ର, ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

author img

By

Published : Aug 6, 2020, 5:05 PM IST

କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବିତୀୟ କିସ୍ତି ଅର୍ଥ ସହାୟତା । ଓଡିଶା ସମେତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର ।

center release 890  CR
କୋରନା ମୁକାବିଲା ନେଇ କେନ୍ଦ୍ରର ସହାୟତା

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବିତୀୟ କିସ୍ତି ଅର୍ଥ ସହାୟତା । ଓଡିଶା ସମେତ ୨୨ଟି ରାଜ୍ୟ ପାଇଁ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର ।

ମୋଟ ୮୯୦ କୋଟି ୩୨ ଲକ୍ଷ ଟଙ୍କାର ସହାୟତା ରାଶି ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘାଷଣା କରିଛନ୍ତି ମୋଦି ସରକାର । ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ହଜାର କୋଟି ଟଙ୍କା ସହାୟତା ଦେଇଥିଲେ ।

center release 890  CR
କୋରନା ମୁକାବିଲା ନେଇ କେନ୍ଦ୍ରର ସହାୟତା

ଏନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏହାସହ ସେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଅର୍ଥ ସହାୟତା ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.