ETV Bharat / city

କୋରୋନା ମୁକାବିଲା: ବିଏମସି ମାର୍କେଟ ଭେଣ୍ଡର୍ସଙ୍କ ବୈଠକ ଆୟୋଜିତ

author img

By

Published : Aug 2, 2020, 6:40 AM IST

ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଆୟୋଜିତ ହୋଇଯାଇଛି ବିଏମସି ମାର୍କେଟ ଭେଣ୍ଡର୍ସ ସଙ୍ଘର ବୈଠକ ।

corona fight in bhubaneswar, corona situation in bhubaneswar, bmc market vendors meeting, bhubaneswar latest news, ଭୁବନେଶ୍ବରରେ କୋରୋନା ମୁକାବିଲା, ଭୁବନେଶ୍ବରରେ କୋରୋନା ସ୍ଥିତି, ବିଏମସି ମାର୍କେଟ ଭେଣ୍ଡର୍ସ ବୈଠକ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
କୋରୋନା ମୁକାବିଲା: ବିଏମସି ମାର୍କେଟ ଭେଣ୍ଡର୍ସଙ୍କ ବୈଠକ ଆୟୋଜିତ

ଭୁବନେଶ୍ବର:ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି କୋରୋନା ସଂକ୍ରମଣ । ଯାହାର ମୁକାବିଲା ପାଇଁ ବିଏମସି ପ୍ରାଣପଣେ ଚେଷ୍ଟା କରୁଥିବା ବେଳେ ପ୍ରାୟ ପ୍ରତ୍ୟେକ ଦିନ ଅନୁଷ୍ଠିତ ହେଉଛି ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ । ଏମିତିରେ ଶନିବାର ଆୟୋଜିତ ହୋଇଯାଇଛି ବିଏମସି ମାର୍କେଟ ଭେଣ୍ଡର୍ସ ସଙ୍ଘର ବୈଠକ ।

ସାଧାରଣରେ ବସ୍ତି ବାସିନ୍ଦା, ସାଧାରଣ ଜନତା, ବ୍ୟବସାୟୀମାନେ ମଧ୍ୟ କୋରୋନା ପ୍ରଭାବରୁ ତ୍ରାହି ପାଉନାହାନ୍ତି । ତେଣୁ ବିଏମସି କୋରୋନା ସଂକ୍ରମିତ ହାରକୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଛି । ଏନେଇ ବିଭିନ୍ନ ବ୍ୟବସ୍ଥା ମଧ୍ୟ ହାତକୁ ନିଆଯାଇଛି । ତେବେ ତଥ୍ୟ ଆଧାରରେ ଭୁବନେଶ୍ବରରେ ବ୍ୟବସାୟୀ ସଙ୍ଗଠନରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମିତିରେ ବ୍ୟବସାୟ ସ୍ଥଳ ଓ ମାର୍କେଟଗୁଡିକରେ ସାମାଜିକ ଦୂରତ୍ବ ରକ୍ଷା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେବା ପାଇଁ ବିଏମସି, ପୋଲିସ କମିଶନର, ଭୁବନେଶ୍ବର ପର୍ଯ୍ୟବେକ୍ଷକ ଓ ଶ୍ରମ କମିଶନରଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ନେଇ ଆଲୋଚନା ହେବା ସହ ଆଗାମୀ ଦିନରେ ଅମାନିଆଙ୍କଠାରୁ ତଣ୍ଡ ଆଦାୟ ନେଇ ମଧ୍ୟ ସ୍ଥିର ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.